Breaking

ଆଜି ଭାର ଗ୍ରହଣ କରିବେ ସୁନୀଲ ବଂଶଲ

0

ଓଡିଶା ପୋଲିସ ବିଭାଗର ନୂଆ ଡିଜିପି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ପୋଲିସ୍ ବିଭା ବରିଷ୍ଠ ଅଧିକାରୀ ମାନେ ସ୍ବାଗତ କରିଥିଲେ।କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟ ପଦ ଭାର ଆଜି ନୂଆ ଡିଜିପି ସୁନୀଲ ବଂସଲ ଦାୟିତ୍ୱ ଗ୍ରହଣ କରିବେ । କଟକ ଡିଜିପି ମୁଖ୍ୟାଳୟରେ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

loading...

Leave A Reply

Your email address will not be published.