Breaking

କୋଭିଡ ପାଇଁ ବନ୍ଦ ରହିବ ପ୍ଲାନେଟୋରିୟମ୍

0

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଏବଂ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ବୁର୍ଲା ଆସନ୍ତା ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ। ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ୍‌ର ବିସ୍ତାରକୁ ଦୃଷ୍ଟିରେ ରଖି ଏକ ସତର୍କତା ମୂଳକ ଭାବେ ପ୍ଲାନେଟୋରିୟମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

loading...

Leave A Reply

Your email address will not be published.