Breaking
Monthly Archives

January 2019

ପୁଣି ତୈଳଦର ବୃଦ୍ଧି : ପେଟ୍ରୋଲ ୮ ପଇସା ଓ ଡିଜେଲ ୧୯ ପଇସା ବଢିଲା।

ଭୂବନେଶ୍ବର:ଆଜି ପୁଣି ତୈଳଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଲିଟର ପିଛା ୮ ପଇସା ଓ ଡିଜେଲ ଲିଟର ପିଛା ୧୯ରୁ୨୦ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୫୫ ଓ ଡିଜେଲ ଦର ଲିଟର ପିଛା ଟ.୬୪.୯୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର…
Read More...

ଅଗ୍ନିକାଣ୍ଡ ପିଡିତଙ୍କୁ ସମାଜ ଦର୍ପଣର ସହାୟତା

ଧାମନଗର(ଗୋବର୍ଦ୍ଧନ ପଣ୍ଡା):ଧାମନଗର ନିକଟସ୍ଥ ଗୁହାଳିଆ ଗ୍ରାମ ମଧ୍ୟରାତ୍ରିରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାର ସମ୍ପୁର୍ଣ ଦଗ୍ଧିଭୂତ ହୋଇଯାଇଛି । ଏହି ଖବରଟି ପାଇବା ପରେ ସମାଜର ଦର୍ପଣ ହେଲ୍ପ ଗୃପ୍ ତତ୍ପର ହୋଇଥିଲା ଓ ଲୋକମାନଙ୍କ ଦୁଃଖ ଦୁର୍ଦଶା ବୁଝିବା ପରେ ଗତକାଲି…
Read More...

ରାଜଧାନୀରେ ମୟୁରଭଞ୍ଜର ବାସ୍ନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଆରମ୍ଭ ହେବ ଜାନୁୟାରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଉତ୍ସବ । ଓଡ଼ିଶାର ଲୋକ ମାନଙ୍କ ନିକଟରେ ମୟୁରଭଞ୍ଜ ର ସସ୍କୃତି କୁ ପ୍ରଚାର ଓ ପ୍ରସାର କରିବା ସହ ମୟୁରଭଞ୍ଜ ର ପ୍ରତିଭା ମାନଙ୍କୁ ରାଜଧାନୀ ରେ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା…
Read More...

ଆଜି ଶାମ୍ବଦଶମୀ : ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଓ ଉପାସନା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାମ୍ବଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜାର ପରମ୍ପରା ରହିଛି।…
Read More...

ବସ୍‌ରୁ ୨୦ ବସ୍ତା କଏନ୍ ଜବତ କଲା ଆୟକର ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍‌ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି।ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି।ମୁକ୍ତେଶ୍ବର ନାମକ ବସରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା ।…
Read More...

ବାପା ଆରପାରିରେ ମା’ର ବ୍ରେନ୍ ହାମ୍ରେଜ୍ : ଅସହାୟ ଅବସ୍ଥାରେ ତିନି ଭଉଣୀ

ବାଣପୁର(ଗୋବର୍ଦ୍ଧନ ପଣ୍ଡା):ଦୂର୍ଭାଗ୍ୟ ଯେତେବେଳେ ଆସେ ଜ୍ଞ୍ୟାତି କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । ତିନି ତିନୋଟି ଝିଅ ଓ ମମତା ପ୍ରଧାନଙ୍କୁ ଛାଡି ସ୍ବାମି ଧୋବା ପ୍ରଧାନ ଗତ ଦଶବର୍ଷ ତଳୁ ଆରପାରିରେ । ତିନୋଟି ଝିଅକୁ ପାଳିପୋଷି ବଡ କରିବା, ପାଠ ପଢେଇବା କେତେ କଷ୍ଟକର ଜଣେ ସ୍ତ୍ରୀଲୋକ…
Read More...

ନିମ୍ବ ଗଛରୁ ବାହାରୁଛି କ୍ଷୀର : ଦେଖଣାହାରୀ ଙ୍କ ସୁଅ ଛୁଟୁଛି

ନୟାଗଡ(ଗୋବର୍ଦ୍ଧନ ପଣ୍ଡା):ବେଳେବେଳେ କିଛି ଖବର ସାମ୍ନାକୁ ଆସିଥାଏ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟକର ମନେହୁଏ । ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବିକତା ଉପରେ ବିଶ୍ୱାସ କରୁଥିଲେ ବି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି । ଯାହାକୁ ଲୋକେ ଇଶ୍ୱରଙ୍କର କ୍ରିୟା ଭାବି ଧୂପ, ଦୀପ,…
Read More...

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ମକର ଉତ୍ସବ ଓ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରଶେଖରପୁର : ଆଜି ପବିତ୍ର ମକର ଉତ୍ସବ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ପକ୍ଷରୁ କଆଖାଇ ନଦୀ ବନ୍ଧ ନିକଟ ମଞ୍ଚେଶ୍ବର ଇଟାଭାଟି ମୁଣ୍ଡାସାହିରେ ଅନୁଷ୍ଠିତ ହୋଇଯାଇଛି ମକର ଉତ୍ସବ ଓ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଅନୁଷ୍ଠାନର ସଭ୍ୟମାନେ ସକାଳେ ବସ୍ତିରେ ପହଞ୍ଚି…
Read More...

ଦୀର୍ଘ ସମୟର ଅପରେସନ ପରେ ନାବାଳକ ଛାତିରୁ ବାହାରିଲା ଲୁହାରଡ୍

ଭୁବନେଶ୍ୱର : ଏସସିବି ମେଡିକାଲରେ ପୁଣି ଏକ ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ବାଳକଙ୍କ ଛାତିରେ ପଶିଥିବା ଲୁହା ରଡ ବାହାର କରାଯାଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗାଁର ନନ୍ଦ କିଶୋର ମହାକୁଡ଼ଙ୍କ ପୁଅ ଚନ୍ଦନ ରବିବାର ଅପରାହ୍ନରେ ଏକ ଲୁହା ରଡ୍‌…
Read More...