ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଆରମ୍ଭ ହେବ ଜାନୁୟାରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଉତ୍ସବ । ଓଡ଼ିଶାର ଲୋକ ମାନଙ୍କ ନିକଟରେ ମୟୁରଭଞ୍ଜ ର ସସ୍କୃତି କୁ ପ୍ରଚାର ଓ ପ୍ରସାର କରିବା ସହ ମୟୁରଭଞ୍ଜ ର ପ୍ରତିଭା ମାନଙ୍କୁ ରାଜଧାନୀ ରେ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା ଏହାର ମୂଳ ଉଦେଶ୍ୟ। ଏହି କାର୍ଯ୍ୟକ୍ରମ ରେ ତିନିଟି ଚିତା କର୍ଷକ ଅଂଶ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ , କ୍ରାଫ୍ଟ ମେଳା ଓ ବ୍ୟଞ୍ଜନ। ଏହି ସାମ୍ବାଦିକ ସମିଳନୀ ରେ ଯୋଗ ଦେଇଥିଲେ ଉତ୍ତମ ମହାନ୍ତି, ଅଜିତ ଦାସ, ଗୋକୁଳ ଦାସ, ପ୍ରଫୁଲ୍ଲ ମହାନ୍ତି, ଅଶୋକ ପଣ୍ଡା, ଚିନ୍ମୟଦାସ ପଟ୍ଟନାୟକ ।
Breaking
Utkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra22 successful Odisha women honored by Rotary District 3262.ମେଘାଳୟରେ ବୁଦ୍ଧିମାନ ସିଷ୍ଟମ୍ ଏବଂ ମେସିନ୍ ଶିକ୍ଷଣ ଉପରେ ୫ମ ଅନ୍ତର୍ଜାତୀୟ ସମ୍ମିଳନୀSmarter Wearables: Google Gemini Is Coming to Samsung Galaxy Watch and Buds