Breaking
Monthly Archives

January 2019

ଶାହା ଦେଲେ ସଞ୍ଜିବନୀ

ଭୂବନେଶ୍ବର:ଚାଣକ୍ୟଙ୍କ ରଣହୁଙ୍କାର ।ଘନଘନ ଆଟାକ୍।ରାଜନୀତିକ ଉଷ୍ଣତା ଭିତରେ ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟ ଥିବା ବେଳେ ଶାହାଙ୍କ ଆଜି ଗର୍ଜନ ଶୁଣିବାକୁ ମିଳିଛି। ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଚାଣକ୍ୟ। ବିଜେପି ସରକାର ଆସିଲେ ଓଡ଼ିଶା ନମ୍ବର…
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ କଳିଙ୍ଗ…

ଭୁବନେଶ୍ୱର: ଓଡିଶାରେ ଆଗଧାଡିରେ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାର ଓ ଜନସାଧାରଣଙ୍କ ହିତରେ ଖରା,ବର୍ଷା,ଶୀତ, ଟେକା ପଥରକୁ ଖାତିର ନକରି ନିଜର ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ପ୍ରମେୟ ଖବରକାଗଜର କାର୍ଯ୍ୟରତ…
Read More...

ଆସୁଛନ୍ତି ଚାଣକ୍ୟ

ଭୁବନେଶ୍ବର:ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ୍ ସାହା। ନିର୍ବାଚନ ପାଖେଇ ଆସୁଥିବାରୁ ରାଷ୍ଟ୍ରିୟ ଅଧକ୍ଷଙ୍କ ଏହି ଗ୍ରସ୍ତ ରାଜ୍ୟ ରାଜନୀତିକୁ ଅଧିକ ଉଷ୍ଣ କରିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କୁ ନେଇ ମୋଦିଙ୍କ ପରି ନରମ ରହିବେ କି ଗରମ ହେବେ ତାହା ଜାଣିବା ପାଇଁ ରାଜନୈତିକ…
Read More...

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୯ ଉଦ୍‌ଘାଟିତ

ଭୁବନେଶ୍ୱର:ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ଓ ଅଭିବୃଦ୍ଧିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଆଜି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ମେଳା-୨୦୧୯କୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ୩ ଲକ୍ଷ ୬୭ ହଜାରେରୁ…
Read More...

ଆଜିଠାରୁ ଆଦିବାସୀ ମେଳା : ସହରରେ ଦିଶିବ ଆଦିବାସୀ ଗାଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳାରେ ଆଦିବାସୀମାନଙ୍କର ଭଳିକି ଭଳି ପାରମ୍ପାରିକ ଜିନିଷପତ୍ର ଦେଖିବାକୁ ମିଳିବ। ବନ ପାହାଡ଼ ଘେରା ଆଦିବାସୀ ଅଞ୍ଚଳକୁ ନ ଯାଇ ମଧ୍ୟ ରାଜଧାନୀବାସୀ ଆଦିବାସୀଙ୍କ ଚଳନି ସମ୍ପର୍କରେ ଜାଣିପାରିବେ। ଏହି ମେଳା…
Read More...

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ: ୨ ଆତଙ୍କୀ ନିପାତ, ୫ ଯବାନ ଗୁରୁତର

ଶ୍ରୀନଗର: ଆଜି ସାରା‌ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ପାଇଁ ହୀନ ଉଦ୍ୟମ ଚଳାଇଛନ୍ତି। ଶନିବାର ପୁଲୱାମା ଘାଟି, ପଂପୋର ଏବଂ ଖାନ୍‌ମୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ‌ରେ ୨ ଜଣ ଆତଙ୍କବାଦୀଙ୍କ…
Read More...

୭୦ ବର୍ଷରେ ଭାରତର ଗଣତନ୍ତ୍ର

ଭୁବନେଶ୍ୱର : ସାରା ଦେଶରେ ଆଜି ପାଳନ ହେଉଛି ୭୦ ତମ ସାଧାରଣତନ୍ତ୍ର ଦିବସ ।ଗାନ୍ଧି ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପରେଡରେ ସାମରିକ, ବେସାମରିକ କ୍ଷେତ୍ରରେ ୫୪ ଟି ଟ୍ରୁପ ସାମିଲ ହୋଇଛନ୍ତି । ସେହିପରି କଟକ ବାରବାଟିି ଷ୍ଟାଡିୟମରେ…
Read More...

ତମାଣ୍ଡୋ ରୁ ଟାର୍ଗେଟ

ଭୂବନେଶ୍ବର :ଆସ୍କନ ମୁଡରେ ରାହୁଲ।ଓଡିଶା କଂଗ୍ରେସ ଆୟୋଜିତ ସମାବେଶରେ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ମୋଦି ସରକାରଙ୍କ ବିରୋଧ ରେ ବିଶୋଦଗାର କରିଛନ୍ତି ରାହୁଲ। କେନ୍ଦ୍ର ସରକାରଙ୍କ ରାଫେଲ ଦୁର୍ନିତି ହେଉ ବା ଚାଷି ମାନଙ୍କ ବିଷୟରେ ହେଉ ବିଭିନ୍ନ ବିଷୟକୁ ନେଇ…
Read More...

ଚାଷି ଘରେ ପହଞ୍ଚିଲା କାଳିଆ

ଭୂବନେଶ୍ବର:କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇବାର ପ୍ରକ୍ରିୟାକୁ ପୁରୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା କେବଳ ଯେ, ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ୩ ବର୍ଷରେ ୬ଟି ଋତୁ ପାଇଁ ଚାଷୀଙ୍କ ଚାଷ…
Read More...