Breaking
Monthly Archives

November 2018

ଚିରନିଦ୍ରାରେ ୮୦ ଓ ୯୦ ଦଶନ୍ଧିର କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍

ମୁମ୍ବାଇ: ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କୁ ହରାଇଛି। ୬୪ ବର୍ଷିଅ ଏହି ବଲିଉଡ୍‌ ଗାୟକ ଜଣକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ, ମଙ୍ଗଳବାର ସେ ମୁମ୍ବାଇ ପହଞ୍ଚିଥିଲେ। ମାତ୍ର ଅପରାହ୍ନ…
Read More...

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କିଙ୍ଗ୍ ଖାନ୍

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ କିଙ୍ଗଖାନ୍ । ହକି ବିଶ୍ବକପ୍ ଉତ୍ସବରେ ସାମିଲ୍ ହେବେ ଶାହାରୁଖ୍ ।ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ…
Read More...

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା,…
Read More...

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର :ଆସନ୍ତା ୨୭ ଅର୍ଥାତ୍ ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ବିଭିନ୍ନ ଦେଶର ହକି ଦଳ ବି ରାଜଧାନୀରେ ଆସି ପଂହଚିଗଲେଣି। ଉଦଘାଟନୀ ଉତ୍ସବରେ ଆକର୍ଷଣର କେନ୍ଦ୍ର ପାଲଟୁଥିବା ଧକ୍ ଧକ ଗାର୍ଲ ମାଧୁରୀ ଦୀକ୍ଷିତ…
Read More...

ବିଶ୍ୱକପ୍‌ ହକି ପାଇଁ ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ହକି ବିଶ୍ୱକପ୍‌ ପାଇଁ ଶିକ୍ଷାନୁଷ୍ଠାନ ଛୁଟି । ଆସନ୍ତାକାଲି ହକିର ଉଦ୍‌ଘାଟନୀ ସମାରୋହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ଯାଳୟଗୁଡ଼ିକ…
Read More...

ହକି ବିଶ୍ୱକପ୍‌ ପାଇଁ କଟକ ଆସିବେ ସଲମାନ୍‌ ଖାନ୍

କଟକ : ହକି ବିଶ୍ୱକପ୍‌ ପାଇଁ କଟକ ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମକୁ ଦବଙ୍ଗ ବୟ ସଲମାନ ଖାନ୍‌ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ୍‌ ସଙ୍ଗୀତ ପରିବେଷଣ କରିବେ । ତେବେ ସଲମାନ ମଧ୍ୟ ଏହି କାର୍ଯ୍ଯକ୍ରମରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ସଲମାନଙ୍କୁ…
Read More...

ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ : ଦୁର୍ବୃତ୍ତଙ୍କ ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ

କଟକ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ। ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ।…
Read More...

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଚାପୁଡ଼ା ମାରିଲା ଦୁର୍ବୃତ୍ତ

ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ।କାଶୀପୁରରେ ଆକ୍ରମଣ ନେଇ ଖାରବେଳ ସ୍ଵାଇଁ ନିଜର…
Read More...

କୋଶଲଟାଇମ୍‌ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଲଟାଇମ’ ପକ୍ଷରୁ ୧୧୭ତମ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଇଡ୍‌କଲ୍‌ ଅଡିଟୋରିୟମରେ ପାଳିତ ହୋଇଯାଇଛି। ସମ୍ପାଦକ ସଞ୍ଜୀବ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…
Read More...