Breaking
Monthly Archives

August 2018

ଆଜି କେମିତି କଟିବ ଆପଣଙ୍କ ଦିନ :୨୭ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ…

ମେଷ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। କ୍ୟାରିୟରର ଉନ୍ନତି ଲାଗି ନୂଆ ପରାମର୍ଶ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ବୃଷ: ଆଜି କେବଳ ନିଜ କାମରେ ମନଯୋଗ…
Read More...

ଘରର ଉନ୍ନତି ଚାହୁଁଛନ୍ତି ତ ! ଲଗାନ୍ତୁ ଏହି ପଶୁପକ୍ଷୀଙ୍କର ଫଟୋ

ହିନ୍ଦୁଶାସ୍ତ୍ର ଅନୁସାରେ ପଶୁପକ୍ଷୀମାନଙ୍କର ଅନେକ ଗୁରୁତ୍ୱ ରହିଛି । ପଶୁ ବା ପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇ ଥାଆନ୍ତି । ଆଜିକାଲି ସମସ୍ତଙ୍କ ଘରେ ଆପଣମାନେ ପୋଷା ପଶୁ ବା ପକ୍ଷୀ ଥିବା ଦେଖୁଥିବେ ନିଶ୍ଚୟ । କୁହାଯାଏ କି ଘରେ ପଶୁ ବା ପକ୍ଷୀ ରହିଲେ ଘରକୁ ବିପତ୍ତି ଆସି ନ ଥାଏ…
Read More...

ଏସୀୟ କ୍ରୀଡ଼ା ! ଓଡିଆ ଝିଅ ଦୂତି ଚାନ୍ଦଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା: ଏସିଆନ ଗେମ୍ସରେ ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ ପ୍ରତିଯୋଗିତା ଫାଇନାଲରେ ରୌପ୍ୟ ପଦକ ହାସଲ କଲେ ଦୂତି ଚାନ୍ଦ । ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଛନ୍ତି ଏହି ଭାରତୀୟ ଆଥଲେଟ ।ପୂର୍ବରୁ ସେମିଫାଇନାଲ…
Read More...

ନୂଆ ଅନ୍ଦାଜରେ ଡବୁ ଅଙ୍କଲ ! ଏଥର ମିଥୁନଙ୍କ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ:ପୁଣି ଥରେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଲେ ଡବୁ ଅଙ୍କଲ୍ ବା ଡ୍ଯାନ୍ସିଂ ଅଙ୍କଲ୍ । ପ୍ରଥମେ ଗୋବିନ୍ଦାଙ୍କ ଗୀତ ଆଉ ମିଥୁନଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ସଞ୍ଜୀବ ଶ୍ରୀବାସ୍ତବ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସଞ୍ଜୀବଙ୍କ ଏହି ଭିଡିଓ । ଯେଉଁଥିରେ…
Read More...

କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର

ମୁମ୍ବାଇ:କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍। ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।ଦୁଇ କିନ୍ନର ଅବିନା ଅହର ଓ ସିମରନ ଶେଖଙ୍କୁ ନିଜର ନୂଆ ଭଉଣୀ କରିବା…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ହାସ୍ୟ ଅଭିନେତା ଜୟୀରାମ ସାମଲ

ଭୁବନେଶ୍ୱର:ପାଞ୍ଚ ଦିନ ହସ୍ପିଟାଲରେ ଚିକିତ୍ସିତ ହେଲା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ହସ୍ୟ ଅଭିନେତା ଜୟୀରାମ ସାମଲ ।ଦର୍ଶକ ମାନଙ୍କ ଶ୍ରଦ୍ଧା, ଭଲ ପାଇବା, ଭଗବାନଙ୍କ ନିକଟରେ ପ୍ରାର୍ଥନା ମୋତେ ନୂଆ ଜୀବନ ଦେଇଛି ବୋଲି ଜୟୀରାମ କହିଛନ୍ତି। ହୃଦ୍‌ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ! ହତ୍ୟା ସନ୍ଦେହ

ଭୁବନେଶ୍ୱର:ସହିଦ ନଗର ଅଞ୍ଚଳର ଏକ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।ସହିଦ ନଗର ଥାନା ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି…
Read More...

ଅଭିଶପ୍ତ ଗ୍ରାମ ଯେଉଁଠି ୪୦୦ବର୍ଷରେ ଜନ୍ମ ହୋଇ ନାହାନ୍ତି କୌଣସି ନବଜାତ

ନୂଆଦିଲ୍ଲୀ: ଭାରତରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ୪୦୦ବର୍ଷରେ କୌଣସି ନବଜାତର ଜନ୍ମ ହୋଇ ନାହିଁ। ମଧ୍ୟପ୍ରଦେଶର ରାଜଘାଟ ଜିଲାର ସଙ୍କ ଶ୍ୟାମ ଜୀ ଗ୍ରାମବାସୀଙ୍କ ମତ ଅନୁଯାୟୀ ଏହି ଗ୍ରାମକୁ ମିଳିଛି ଏଭଳି ଅଭିଶାପ। ଯାହା ଫଳରେ ଏହି ଗ୍ରାମର ମହିଳାଙ୍କୁ ଗ୍ରାମ ବାହାରେ ଯାଇ ନବଜାତକୁ ଜନ୍ମ…
Read More...

ଥାନାରୁ ଚମ୍ପଟ ମାରି ଯୁବକଙ୍କ ଆତ୍ମହତ୍ୟା

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଥାନାରୁ ଚମ୍ପଟ୍‌ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ ପାଇଟଳ।ରାତି ପ୍ରାୟ ୧୦ଟା ବେଳେ ସେ ଶୌଚ ଯିବାକୁ କହି ଖସି ପଳାଇ ଯାଇଥିଲେ।ପୁଲିସ୍‌ ତାଙ୍କୁ ଧରିବା ପାଇଁ…
Read More...

ରହସ୍ଯମୟ ଶ୍ରୀମନ୍ଦିର ! ଏଭଳି କିଛି କଥା ଯାହା ଆଜି ଯାଏଁ କାହାକୁ ବି ନାହିଁ ଜଣା

ଆଜି ଆମେ ଆପଣଙ୍କୁ ସେହିଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଆପଣ ପିଲାଟିବେଳୁ ଶୁଣିଆସୁଛନ୍ତି । ଆମ ରାଜ୍ୟ ପୁରୀ ଜିଲ୍ଲାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର । ଭାରତରେ ଥିବା ସମସ୍ତ ମନ୍ଦିର ପଛରେ ଅନେକ ପ୍ରକାରର ରହସ୍ୟ ରହିଛି । କିନ୍ତୁ ଶ୍ରୀମନ୍ଦିରରେ…
Read More...