ମୁମ୍ବାଇ:ପୁଣି ଥରେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଲେ ଡବୁ ଅଙ୍କଲ୍ ବା ଡ୍ଯାନ୍ସିଂ ଅଙ୍କଲ୍ । ପ୍ରଥମେ ଗୋବିନ୍ଦାଙ୍କ ଗୀତ ଆଉ ମିଥୁନଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ସଞ୍ଜୀବ ଶ୍ରୀବାସ୍ତବ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସଞ୍ଜୀବଙ୍କ ଏହି ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି ଏକ ବିବାହ ଉତ୍ସବରେ ମିଥୁନ୍ ଦାଙ୍କ ସୁପରହିଟ୍ ଗୀତ ଜୁଲି ଜୁଲିରେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ ।ପୂର୍ବରୁ ଡବୁ ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ କରି ଲୋକମାନଙ୍କୁ ବେଶ ଆକର୍ଷିତ କରିପାରିଥିଲେ । ଏହି ଭିଡିଓରେ ଡବୁ ଅଙ୍କଲ ଡିସ୍କୋ ଡ୍ୟାନ୍ସର ମିଥୁନ ଦା’ଙ୍କ ଜୁଲି ଜୁଲି ଗୀତରେ ଡ୍ୟାନ୍ସ କରିଛନ୍ତି । ପୂର୍ବ ଭଳି ଏଥର ମଧ୍ୟ ତାଙ୍କ ସହ ତାଙ୍କ ପତ୍ନୀ ଡ୍ୟାନ୍ସରେ ସାମିଲ ହୋଇଛନ୍ତି ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’