Breaking

ସୁସ୍ଥ ହୋଇ ଘରକୁ ଫେରିଲେ ହାସ୍ୟ ଅଭିନେତା ଜୟୀରାମ ସାମଲ

0

ଭୁବନେଶ୍ୱର:ପାଞ୍ଚ ଦିନ ହସ୍ପିଟାଲରେ ଚିକିତ୍ସିତ ହେଲା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ହସ୍ୟ ଅଭିନେତା ଜୟୀରାମ ସାମଲ ।ଦର୍ଶକ ମାନଙ୍କ ଶ୍ରଦ୍ଧା, ଭଲ ପାଇବା, ଭଗବାନଙ୍କ ନିକଟରେ ପ୍ରାର୍ଥନା ମୋତେ ନୂଆ ଜୀବନ ଦେଇଛି ବୋଲି ଜୟୀରାମ କହିଛନ୍ତି।
ହୃଦ୍‌ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ କିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେ ଏବେ ସୁସ୍ଥ ଅଛନ୍ତି ,ଘରେ ଏକ ସପ୍ତାହ ବିଶ୍ରାମ ନେବା ପାଇଁ ଢାକ୍ତର ପରାମର୍ଶ ଦେଇଛନ୍ତି।

loading...

Leave A Reply

Your email address will not be published.