Breaking News

ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ! ହତ୍ୟା ସନ୍ଦେହ

0

ଭୁବନେଶ୍ୱର:ସହିଦ ନଗର ଅଞ୍ଚଳର ଏକ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର।
ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।ସହିଦ ନଗର ଥାନା ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ କରୁଛି।

Leave A Reply

Your email address will not be published.