Breaking News

କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର

0

ମୁମ୍ବାଇ:କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍। ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।ଦୁଇ କିନ୍ନର ଅବିନା ଅହର ଓ ସିମରନ ଶେଖଙ୍କୁ ନିଜର ନୂଆ ଭଉଣୀ କରିବା ପରେ ସେମାନେ ଗମ୍ଭୀରଙ୍କୁ ରାକ୍ଷୀ ବାନ୍ଧିଥିଲେ । ଯାହାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଗମ୍ଭୀର । ଯେଉଁଥିରେ ଅବିନା ଏବଂ ସିମରନ୍ ମଧ୍ୟ ରହିଛନ୍ତି । ଗମ୍ଭୀର ଫୋଟ ସେୟାର କରିବା ସହିତ ମନକୁ ଛୁଇଁଲା ଭଳି ଗୋଟେ କ୍ୟାପସନ ମଧ୍ୟ ଲେଖିଛନ୍ତି ।

You May Like Here:
            ⇓

Leave A Reply

Your email address will not be published.