Breaking

କାହିଁକି କଦଳୀ ପତ୍ରରେ ସ୍ୱାଦିଷ୍ଟ ଲାଗେ ଭୋଜନ?ଜାଣନ୍ତୁ ଏହାର ରହସ୍ୟ

କଦଳୀ ପତ୍ରରେ ଭୋଜନ କରିବାର ଧାରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଆପଣ ଦକ୍ଷିଣ ଭାରତର କୌଣସି ବି ବଡ଼ ହୋଟେଲକୁ ଗଲେ , ସେଇଠି ଯଦି ଆପଣ ଦକ୍ଷିଣ ଭାରତର ବ୍ୟଞ୍ଜନ ଅର୍ଡର କରନ୍ତି, ତା’ହେଲେ ଆପଣଙ୍କୁ ସେମାନେ କଦଳୀ ପତ୍ରରେ ହିଁ ଦେବେ । ବିଶେଷଜ୍ଞଙ୍କ କହିବାନୁସାରେ କଦଳୀ ପତ୍ରରେ ଆଣ୍ଟି…
Read More...

ଘର ଭିତରୁ ୫ ଫୁଟିଆ ନାଗସାପ ଉଦ୍ଧାର

ଦିଗପହଣ୍ଡି :ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ ସାହୁ ଏବଂ ପିପୁଲ ଫର ଅନିମଲସ ସଦସ୍ୟ ସମୀରକାନ୍ତ ତ୍ରିପାଠୀ ଦ୍ୱାରା ଡୁରା ସାନ ସାହିର ଜିତେନ୍ଦ୍ର କୁମାର ନାୟକଙ୍କ ଘରୁ ଏକ ନାଗ ସାପ ଉଦ୍ଧାର କର ଯାଇଛି ।ସେଇପରି ପାଣିଗ୍ରାହୀ ସହିରୁ ଏକ ଓ଼ଲ୍ଫ ସ୍ନେକ ଉଦ୍ଧାର କରାଯାଇଛି । ପରେ ଏଇ ଦୁଇଟି…
Read More...

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୧୧ଟି କାର୍ଯ୍ୟଦିବସ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଏହି ଅଧିବେଶନରେ ଆଗତ ହେବ। ୧୧ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୪ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ…

ମେଷ: ସୌଭାଗ୍ୟ ଉଦୟ ହୋଇଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ଭୁଲ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଧନାଗମ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ। ବୃଷ: ବ୍ୟୟ ପରିମାଣ ଅତ୍ୟଧିକ ହେବ। ମନ ପ୍ରସନ୍ନ ରହିବ। ବୁଦ୍ଧି ଚାଳନା କରି ଅର୍ଥ…
Read More...

ଦୀର୍ଘ ବ୍ୟବଧାନ ପରେ ପୁଣି ଯୋଡ଼ି ହେଲେ ଅରିନ୍ଦମ-ଏଲିନା

ଭୁବନେଶ୍ୱର: ପୁଣି ଥରେ ଏକାଠି ହେବେ ଅରିନ୍ଦମ-ଏଲିନା । ଏହି ଦୁଇ ଯୋଡ଼ିଙ୍କୁ ଦର୍ଶକ ଦ୍ୱିତୀୟ ଥର ପାଇଁ ଦେଖିବେ । ଏହାପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ ରେ ଦେଖିଥିଲେ । ଦୁଇଜଣଙ୍କ ଦମଦାର ଆକ୍ଟିଂ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ପ୍ରଥମ…
Read More...

ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଆଇଆଇସି

ଖୋର୍ଦ୍ଧା :ଲାଂଚ ନେବା ବେଳେ ଧରା ହେଲେ ପୋଲିସ ବାବୁ । ୫୦ ହଜାର ଟଙ୍କା ଲାଂଚ ନେବା ବେଳେ ଗିରଫ ହୋଇଛନ୍ତି ଜଟଣୀ ଥାନା ଆଇଆଇସି । ସୂଚନାନୁସାରେ, ଜଟଣୀ ଥାନା ଆଇଆଇସି ସଂଜୀବ ମହାନ୍ତି ଲାଂଚ ନେବା ସମୟରେ ଗିରଫ ହୋଇଛନ୍ତି । ତାଙ୍କଠାରୁ ୫୦ହଜାର ଟଙ୍କା ଜବତ କରିଛି ଭିଜିଲାଂନ୍ସ୍ । ଏକ…
Read More...

ପ୍ରେମରେ ଉବୁଟୁବୁ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ! ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ କରୁଛନ୍ତି ଡେଟ୍

ମୁମ୍ବାଇ:ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି, ‘ଲଞ୍ଚ୍‌ ବକ୍ସ୍‌’ ଏବଂ ‘ଏୟାର୍‌ ଲିଫ୍ଟ୍‌’ ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିବା ନିମ୍ରିତ୍‌ କୌର୍‌। ଶୁଣିବାକୁ ମିଳୁଛି,…
Read More...

ଗଣ ପର୍ବ ‘ନୂଆଁଖାଇ’ ପାଇଁ ବାହାରିଲା ଲଗ୍ନ ! ସକାଳ ୮ଟା ୧୦ରେ ଲାଗିହେବ ନବାନ୍ନ

ସମ୍ବଲପୁର:ପଶ୍ଚିମ ଓଡିଶାର ପ୍ରସିଦ୍ଧ କୃଷିଭିତିକ ପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି ।ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ସମସ୍ତେ ନୂଆ ଖାଇବେ । ବ୍ରହ୍ମପୁରା ପଣ୍ଡିତ ମଣ୍ଡଳୀ ତରଫରୁ ଏହି ଲଗ୍ନ ଧାର୍ୟ୍ୟ କରାଯାଇଛି ।…
Read More...

କୋର୍ଟର ନିଷ୍ପତ୍ତି ପରେ ଏହି ବୟାନ ଦେଲେ ପ୍ରିୟା ପ୍ରକାଶ

ମୁମ୍ବାଇ:ସୁପ୍ରିମକୋର୍ଟରେ ମଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ବିରୁଦ୍ଧରେ ହାଇଦ୍ରାବାଦରେ ରୁଜୁ ହୋଇଥିବା ଏକ ମାମଲାକୁ ଶୁକ୍ରବାର ଦିନ ରବ୍ଦ କରାଯାଇଛି । ଏହି ଅଭିନେତ୍ରୀ ‘ଓରୁ ଆଦାର ଲଭ’ ଫିଲ୍ମରେ ଆଖି ମାରିବା ଦୃଶ୍ୟକୁ ନେଇ ବିବାଦରେ ଆସିଥିଲେ । କୋର୍ଟ ଏହି ବିବାଦୀୟ ଗୀତ ଉପରେ…
Read More...

ଫକୀର ମୋହନ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବହୁ ପ୍ରତୀକ୍ଷିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି। ଏହି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଏହି…
Read More...