Breaking

ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଆଇଆଇସି

0

ଖୋର୍ଦ୍ଧା :ଲାଂଚ ନେବା ବେଳେ ଧରା ହେଲେ ପୋଲିସ ବାବୁ । ୫୦ ହଜାର ଟଙ୍କା ଲାଂଚ ନେବା ବେଳେ ଗିରଫ ହୋଇଛନ୍ତି ଜଟଣୀ ଥାନା ଆଇଆଇସି ।
ସୂଚନାନୁସାରେ, ଜଟଣୀ ଥାନା ଆଇଆଇସି ସଂଜୀବ ମହାନ୍ତି ଲାଂଚ ନେବା ସମୟରେ ଗିରଫ ହୋଇଛନ୍ତି । ତାଙ୍କଠାରୁ ୫୦ହଜାର ଟଙ୍କା ଜବତ କରିଛି ଭିଜିଲାଂନ୍ସ୍ । ଏକ କେସ୍‌ ଦଫାରଫା ପାଇଁ ସେ ଲାଞ୍ଚ ନେଉଥିଲେ । ଏହା ସହ ତାଙ୍କର ବାସଭବନରେ ଭିଜିଲାନ୍ସ୍ ପକ୍ଷରୁ ଚଢାଉ ଜାରି ରହିଛି ।

loading...

Leave A Reply

Your email address will not be published.