Breaking

ପତ୍ନୀଙ୍କ ମୃତଦେହ ଫ୍ରିଜ୍‌ରେ, ୩ ଝିଅଙ୍କ ମୃତଦେହ ଆଲମିରାରେ ରଖି ଯୁବକଙ୍କ ଆତ୍ମହତ୍ୟା

ଆଲ୍ଲାହାବାଦ୍‍: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଦେହାବଶେଷ ଫ୍ରିଜ୍‍, ଆଲମିରା ଓ ସୁଟ୍‍କେଶ୍‍ରୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଗୃହ ସ୍ୱାମୀଙ୍କ ମୃତଦେହ ଘର ଭିତରେ ଝୁଲୁ ଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରିଜ୍‌ ଭତରୁ ମିଳିଛି।ଦୀର୍ଘ ସମୟ ଧରି ଉକ୍ତ…
Read More...

ନଦୀରେ ଖସି ପଡ଼ିଲା ତୀର୍ଥଯାତ୍ରୀ କାର ! ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି।ଏବେ ରେସକ୍ୟୁ ଅପରେସନ ଜାରି ରହିଛି । ଗୋଟିଏ ଇକୋ ସ୍ପୋର୍ଟ କାରରେ ଶ୍ରଦ୍ଧାଳୁମାନେ ମଚେଲ ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିବା ସମୟରେ କାର…
Read More...

ରାଜଧାନୀରେ ଚାଞ୍ଚଲ୍ୟ ! ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର:ନୂଆପଲ୍ଲୀ ଥାନା ଅନ୍ତଗତ ଆଇଆରସି ଭିଲେଜ୍‌ ହାଇସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି।ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିଶନରେଟ ପୁଲିସ୍‌ ଆଜି ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ବୟସ ପ୍ରାୟ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୧ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ…

ମେଷ: ପାରିବାରିକ ବୁଝାମଣା ଠିକ୍‍ ରହିବ। ଶତ୍ରୁ ନାଶ କରି ଆଶ୍ୱସ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୁଶ୍ଚିନ୍ତା ଦୂର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବୃଷ: ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ…
Read More...

ଜିଦରେ ଅଟଳ ଶିକ୍ଷକ ! ଆସନ୍ତାକାଲି ରାଜଧାନୀରେ ମହାସମାବେଶ

ଭୁବନେଶ୍ବର: ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ପଞ୍ଚମ ଦିନରେ ପହଞ୍ଚିଛି ।ଆସନ୍ତାକାଲି ରାଜଧାନୀ ରାଜରାସ୍ତାରେ ମହାସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ…
Read More...

କଂଗ୍ରେସର ହାତ ଧରିଲେ ମାଓନେତା ସବ୍ୟସାଚ୍ଚୀଙ୍କ ପତ୍ନୀ ମିଲି ପଣ୍ଡା

ଭୁବନେଶ୍ୱର:ମାଓବାଦୀ ନେତା ସବ୍ୟସାଚ୍ଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି କଂଗ୍ରେସରେ ଯୋଗ ଦେଇଛନ୍ତି । ସେପଟେ ନୀଳଗିରି ରାଜ ପରିବାରର ବୋହୁ ମନୋଜା ମଞ୍ଜରୀ ଦେବୀ ମଧ୍ୟ କଂଗ୍ରେସରେ ମିଶିଛନ୍ତି । ଉଭୟ ଆଜି କଂଗ୍ରେସ ଭବନ ଆସି ଦଳରେ ମିଶିଛନ୍ତି । କଂଗ୍ରେସ ସେମାନଙ୍କୁ ଦଳରେ ସ୍ୱାଗତ…
Read More...

ମହାନଦୀ ପଠାରୁ ଉଦ୍ଧାର ହେଲା ଇଂଜିନିୟରିଂ ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ମୃତଦେହ

କଟକ: ମହାନଦୀ ପଠାରୁ ଇଂଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ନିକଟର କନ୍ଦରପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହରେ ଏକ କଳା ଜିନ୍ ପ୍ୟାଣ୍ଟ ରହିଛି। ଉପର ପୋଷାକଟି ନାହିଁ। କେବଳ ଯୁବତୀଙ୍କ…
Read More...

ବର୍ଷେ ପାଇଁ ଭଡ଼ାରେ ମିଳନ୍ତି ପତ୍ନୀ ! ଜାଣନ୍ତୁ ଆମ ଦେଶର କେଉଁଠି ଓ କେମିତି ଚାଲିଛି ଏହି କୁପ୍ରଥା

ନୂଆଦିଲ୍ଲୀ: ୧୯୯୯ରେ ରିଲିଜ୍ ହୋଇଥିଲା ହିନ୍ଦୀ ଫିଲ୍ମ ‘ହମ୍ ଆପ୍‌କେ ଦିଲ୍‌ ମେଁ ରେହ୍‌ତେ ହେଁ’। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ଅନୀଲ କପୁର ଓ କାଜୋଲ। ଫିଲ୍ମଟିର କାହାଣୀ ଆପଣମାନଙ୍କର ମନେ ଥିବ ବୋଧହୁଏ। ତଥାପି ଟିକେ ମନେ ପକାଇ ଦେଉଛୁ। ଏଥିରେ ଅନୀଲ କାପୁରଙ୍କ ନାଁ ଥିଲା ବିଜୟ। ସେ ଜଣେ…
Read More...

ଯୁବା ପ୍ରୟାସ ଏବଂ ଜନନୀ ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା…

ଭୁବନେଶ୍ୱର :ସାମାଜିକ ଅନୁଷ୍ଠାନ ଯୁବା ପ୍ରୟାସ ଏବଂ ଜନନୀ ଫାଉଣ୍ଡେସନ ଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ଏବଂ ଜନନୀ ଫାଉଣ୍ଡେସନର ସଦସ୍ୟମାନେ ମିଳିତ ଭାବରେ ସି.ଆର.ପି ଛକ,…
Read More...

ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କଟକ: ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ ମାମଲାର ଶୁଣାଣି କାରିଛନ୍ତି କଟକ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌। ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏହାର ବ୍ୟବହାର କରିବା ଅପରାଧରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ…
Read More...