Breaking

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କଲେ ପୋଲିସ ବାବୁ

ପୁରୀ : ପୁଣି ପୁରୀ ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ ହୋଇଛି। ପୋଲିସ ଅଧିକାରୀ ଜଣକ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଛନ୍ତି । ସେ ହେଲେ ପୁରୀ ସମୁଦ୍ରକୂଳ ଥାନା ଆସିଷ୍ଟାଣ୍ଡ୍‌ ସବଇନସ୍ପେକ୍ଟର୍‌ ଦିଲ୍ଲୀପ ପଣ୍ଡା । ଏଏସ୍‌ଆଇ ଦିଲ୍ଲୀପ ପଣ୍ଡା ଆଜି ମହାଳୟା ଅବସରରେ ଶ୍ରୀମନ୍ଦିର…
Read More...

ପୁଣି ଥରେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନୋସ

ଯୋଧପୁର:ପୁଣି ଥରେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନୋସ ।ଷ୍ଟାର କପଲଙ୍କ ମ୍ୟାରେଜ ଡେଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ଚଳିତ ବର୍ଷ ନଭେମ୍ବରରେ ପ୍ରିୟଙ୍କା-ନିକଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେଲିବ୍ରେଟି ଯୋଡି ନିଜ ଗ୍ରାଣ୍ଡ ୱେଡିଙ୍ଗ ପାଇଁ ଯୋଧପୁର ପସନ୍ଦ…
Read More...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ସୁନା :ମଳଦ୍ୱାରରେ ଲୁଚାଇ ଆଣୁଥିଲେ

ଭୁବନେଶ୍ୱର:ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା । ୧୭୦.୭୫ ଗ୍ରାମର ସୁନା ଜବତ କଲା କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୨ ହଜାର ଟଙ୍କା ହେବ। ତାମିଲନାଡୁର ରାମନାଥପୁରମ୍‌ର ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ସେ ଏୟାର ଏସିଆର…
Read More...

ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ମାଲିକଙ୍କୁ ଗୁଳିମାଡ

ଭୁବନେଶ୍ୱର : ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୁଳିମାଡ ହୋଇଥିବା ଜଣା ପଡିଛି। ଏଥିରେ ଜଣେ ବସ ମାଲିକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାମ ପ୍ରୀତମ ଜେନାମଣି। ତାଙ୍କର ଡାହାଣ ହାତରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
Read More...

ସାଇକେଲ ଧୋଇବା ହେଲା କାଳ : ଖାଲରେ ବୁଡ଼ି ୨ ନାବାଳକ ମୃତ

ନବରଙ୍ଗପୁର :ସାଇକେଲ ଧୋଇବା ହେଲା କାଳ । ମୋରମ ଖାଲରେ ବୁଡିଗଲେ ୩ ବାଳକ ।୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ସୂଚନା ଅନୁଯାୟୀ ଗ୍ରାମରେ ଏକ ବଡ଼ ଖାଲରେ ପାଣି ଭର୍ତ୍ତି ହୋଇଥିଲା। ଦିନ ୧୦ଟା ବେଳକୁ ୩ ଜଣ ବାଳକ ବଙ୍କଳ…
Read More...

ସ୍କୁଲ ପଛପଟୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ, ହତ୍ୟା ସନ୍ଦେହ

ଭଦ୍ରକ:ଭଦ୍ରକ ତିହିଡ଼ି ବ୍ଲକ୍‌ ଦୋଳସାହି ହାଇସ୍କୁଲ ନିକଟରୁ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୁଇ ଜଣ ତିନି ଦିନ ହେଲା ନିଖୋଜ ଥିଲେ । ତେବେ ଆଜି ତାଙ୍କ ମୃତ ଦେହ ନିକଟସ୍ଥ ଆମ୍ବ ବଗିଚାରୁ ମିଳିଛି ।ପ୍ରେମିକ ଜଣଙ୍କ ପାଳିଆବିନ୍ଧା ସ୍ଥିତ ବିଏନ୍‌ଏମ୍‌ଏ କଲେଜର ଛାତ୍ର…
Read More...

ଅଧାରେ ରହିଗଲା ଜଗାଦର୍ଶନ : ଦୁର୍ଘଟଣାରେ ୨ ତୀର୍ଥଯାତ୍ରୀ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ: ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପାଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନାନୁସାରେ, ଉତରପ୍ରଦେଶରୁ ୬୦ଜଣ ତୀର୍ଥ ଯାତ୍ରୀଙ୍କୁ…
Read More...