ଏତେ କଟକଣା ସତ୍ତ୍ବେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ
ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ବେଙ୍ଗଲୁରୁର ମେଘା ଲୁଥ୍ରା ନାମକ ଜଣେ ପର୍ଯ୍ୟଟକ ଏହି ଫଟୋ ଭାଇରାଲ କରିଛନ୍ତି। ଶ୍ରୀମନ୍ଦିର ଭିତରର ସାତ ପାହାଚ ନିକଟର ଫଟୋକୁ ସେ ତାଙ୍କ ଫେସବୁକ୍ ପେଜ୍ରେ ପୋଷ୍ଟ୍ କରିଛନ୍ତି। ସେ ଇଣ୍ଡିଗୋ ଏୟାରଲାଇନ୍ସର କ୍ୟାବିନ୍ କର୍ମଚାରୀ ଭାବେ…
Read More...
Read More...