Breaking

ଏନ୍ .ଓ୍ବାଇ .ସି .ଏ ତରଫରୁ ନୂତନ ପୋଲିସ ଅଧିକାରୀଙ୍କୁ ଭବ୍ୟ ସ୍ବାଗତ ।

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅଞ୍ଚଳରେ ନବ ନିଯୁକ୍ତ ଏସିପି ତଥା ବିଭିନ୍ନ ଥାନାରେ ନୂତନ ଭାବରେ ଯୋଗଦାନ କରିଥିବା ଅଧିକାରୀମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ପୁଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ…
Read More...

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର

ଭୁବନେଶ୍ୱର:ରାଜଧାନୀସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ହଷ୍ଟେଲ ମଧ୍ୟରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ମୃତ ଛାତ୍ର ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଦିବସ ବେହେରା ବୋଲି ଜଣାପଡ଼ିଛି ।…
Read More...

ରାଜନୀତିରୁ ସନ୍ୟାସ ନେଲେ ତଥାଗତ

ଭୂବନେଶ୍ବର :ରାଜନିତିକ ଦାୟଦ ପୁଣି ରାଜନୀତିରେ ନିପୁଣ ତଥାଗତ ଶତପଥୀ ଆଜି ସ୍ବଇଛାରେ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢିବେ ନାହିଁ ତେଙ୍କାନାଳ ସାଂସଦ ତଥାଗତ ଶତପଥୀ । ୨୦୧୯ ନିର୍ବାଚନ ଦିନ କେଇଟା ଥିବା ବେଳେ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଇଛନ୍ତି…
Read More...

ନିର୍ଦ୍ଧାରିତ ସମୟର ଅଧ ଘଣ୍ଟାଏ ପୂର୍ବରୁ ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର:ବହୁ ପ୍ରତିକ୍ଷୀତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ‘ମହାଦୀପ’ ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ପୂର୍ବରୁ ଉଠିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା। ମାତ୍ର ସଠିକ୍ ସମୟରେ ନୀତିକାନ୍ତି ହେବାରୁ ମହାଦୀପ ନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଉଠିଛି।…
Read More...

ପଦ୍ମ ଧରିଲେ ବୈଜୟନ୍ତ

ନୂଆଦିଲ୍ଲୀ:ଶେଷରେ ସମସ୍ତ କଲ୍ପନାଜଳ୍ପନାର ଅନ୍ତ ଘଟିଲା । ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପିରର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୈଜୟନ୍ତ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ…
Read More...

ବାୟୁସେନା ମୁଖ୍ୟଙ୍କ ଦୃଢୋକ୍ତି : ଧ୍ବଂସ କରିଛୁ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆରୋପପ୍ରତିଆରୋପକୁ ନେଇ ଜବାବ ରଖିଛନ୍ତି ବାୟୁସେନା ମୁଖ୍ୟ। ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍‌…
Read More...

ପ୍ରତିଷ୍ଠା ଦିବସରେ କର୍କଟ ରୋଗ ପୀଡ଼ିତଙ୍କୁ ହୁଣ୍ଡି ଭଙ୍ଗା ଅର୍ଥ ଦାନ କଲେ କଳ୍ପନା ଛକ ଟୋକା ସଂଘ

ଭୁବନେଶ୍ବର : ସମାଜରେ ସାମାଜିକ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ ଓ ଅସହାୟମାନଙ୍କୁ ଟିକେ ସାହାଯ୍ୟର ହାତ ବଢ଼ାଇବା ଉଦ୍ଦେଶ୍ୟରେ ‘କଳ୍ପନା ଛକ ଟୋକା ସଂଘ’ର ଅଭିନବ ପ୍ରୟାସ ।୧୦୦ରୁ ଉର୍ଦ୍ଦ୍ବ ଯୁବକମାନଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିବା ‘ସମାଜମଙ୍ଗଳ ହୁଣ୍ଡୀ’ । ପ୍ରତ୍ୟେକ ରବିବାର…
Read More...

ଶିବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‌ :କ୍ରୋଧିତ ହେବେ ଭୋଳାବାବା

ସ୍ପେଶାଲ୍ ରିପୋର୍ଟ : ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରୀ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନରେ ଶିବଙ୍କୁ ଆରଧାନା କଲେ ମନୋକାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଯଦି ଆପଣ ବି ମହାଶିବରାତ୍ରୀ ପାଳନ କରୁଛନ୍ତି, ତେବେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶିବ ପୂଜା…
Read More...

ଆଜି ମହାଶିବରାତ୍ରୀ : ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ମହାଦେବଙ୍କୁ ଦର୍ଶନ କରି ଉଜାଗର ରହିବେ ଶ୍ରଦ୍ଧାଳୁ। ସକାଳେ ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି। ଶିବରାତ୍ରୀ ପାଇଁ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା…
Read More...