Breaking

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ମକର ଉତ୍ସବ ଓ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରଶେଖରପୁର : ଆଜି ପବିତ୍ର ମକର ଉତ୍ସବ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ପକ୍ଷରୁ କଆଖାଇ ନଦୀ ବନ୍ଧ ନିକଟ ମଞ୍ଚେଶ୍ବର ଇଟାଭାଟି ମୁଣ୍ଡାସାହିରେ ଅନୁଷ୍ଠିତ ହୋଇଯାଇଛି ମକର ଉତ୍ସବ ଓ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଅନୁଷ୍ଠାନର ସଭ୍ୟମାନେ ସକାଳେ ବସ୍ତିରେ ପହଞ୍ଚି…
Read More...

ଦୀର୍ଘ ସମୟର ଅପରେସନ ପରେ ନାବାଳକ ଛାତିରୁ ବାହାରିଲା ଲୁହାରଡ୍

ଭୁବନେଶ୍ୱର : ଏସସିବି ମେଡିକାଲରେ ପୁଣି ଏକ ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ବାଳକଙ୍କ ଛାତିରେ ପଶିଥିବା ଲୁହା ରଡ ବାହାର କରାଯାଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗାଁର ନନ୍ଦ କିଶୋର ମହାକୁଡ଼ଙ୍କ ପୁଅ ଚନ୍ଦନ ରବିବାର ଅପରାହ୍ନରେ ଏକ ଲୁହା ରଡ୍‌…
Read More...

ଅପରେସନ ଥିଏଟରରେ ନର୍ସକୁ କିସ୍ କରି ଚାକିରିରୁ ବିଦା ହେଲେ ଡାକ୍ତର

ଉଜ୍ଜୈନ୍‌: ହସ୍ପିଟାଲ୍‌ର ଅପରେସନ୍‌ ଥିଏଟର୍‌ ଭଳି ଜାଗାରେ ନର୍ସଙ୍କୁ ଚୁମ୍ୱନ ଦେବା ଜଣେ ସିଭିଲ୍‌ ସର୍ଜନ୍‌ଙ୍କୁ ବେଶ୍‌ ମହଙ୍ଗା ପଡ଼ିଛି। ଚୁମ୍ୱନ ଦୃଶ୍ୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଡାକ୍ତର ଜଣଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ତାଙ୍କୁ ତୁରନ୍ତ ପଦରୁ…
Read More...

ମକର ସଂକ୍ରାନ୍ତି ପାଇଁ ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିପାଇଁ ପଲ୍ଲୀଠୁ ସହର ସବୁଠି ଉତ୍ସବର ମାହୋଲ। ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠା ପଣାରେ ସାରା ପରିବେଶ ମହକି ଉଠୁଛି। ପ୍ରଥମେ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ସମସ୍ତ ପାଇଛନ୍ତି ମକର ଚାଉଳ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା…
Read More...

ମହାମେଣ୍ଟରେ ସାମିଲ ହେବ ନାହିଁ ବିଜେଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ମୁୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ ବିଜେଡି ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗାମୀ ଦିନରେ ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ…
Read More...

ଆସିଲା ଓଲିଉଡ ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ

କଟକ : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ। ଉଚ୍ଚସ୍ଥାନରୁ ତଳକୁ ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଗତକାଲି ନିକିତା ମୃତ୍ୟୁ ମାମଲାରେ ଗିରଫ ସ୍ୱାମୀ ଲିପନଙ୍କୁ…
Read More...

ଧନୁଯାତ୍ରା ଦେଖିବା ହେଲା କାଳ, ନିର୍ମାଣାଧୀନ ପୋଲରୁ ଖସି ତିନି ଯୁବକ ମୃତ

ନୂଆପଡ଼ା : ଧନୁଯାତ୍ରା ଦେଖିବା ହେଲା କାଳ। ପୋଲରୁ ଖସି ୩ ବାଇକ ଚାଳକ ମୃତ। ନୂଆପଡ଼ା-ପଦ୍ମପୁର ରାସ୍ତା ଦର୍ଲିମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। । ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ପରିଚୟ ମିଳିପାରିନଥିବା ଜଣାପଡିଛି । ପରିଚୟ ମିଳିଥିବା ଦୁଇ ମୃତକ…
Read More...

ସମାଜର ଦର୍ପଣ ତରଫରୁ କମ୍ବଳ ଓ ଖାଦ୍ୟପଦାର୍ଥ ବଣ୍ଟନ

ଗଞ୍ଜାମ(ଗୋବର୍ଦ୍ଧନ ପଣ୍ଡା): ଇଂରାଜୀ ନବବର୍ଷ ଗଞ୍ଜାମର ହଳଦିଆପଦର ସ୍ଥିତ ନବଜୀବନ ସେବାଆଶ୍ରମ ଠାରେ ପାଳିତ ହୋଇଯାଇଛି । ସମାଜର ଦର୍ପଣ ତରଫରୁ ୧୦୦ ଗୋଟି କମ୍ବଳ, ୨୦୦ଟି ନୋଟବୁକ୍, ୧୫୦ ପେନ୍,୧୫୦ ପେନସିଲ୍ ଓ ଖାଦ୍ୟପଦାର୍ଥ ସହିତ ୧୦୦୦ଟଙ୍କାର ଆର୍ଥିକ ସହାୟତା ଦିଆଯାଈଥିଲା । ଆଶ୍ରମରେ…
Read More...