Breaking

କାନାଡ଼ା ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲରେ କଶ୍ୟପ

କାଲ୍‌ଗାରି (କାନାଡ଼ା) : ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ପାରୁପଲ୍ଲି କଶ୍ୟପ। ୬ଷ୍ଠ ସିଡ୍‌ କଶ୍ୟପ ସେମିଫାଇନାଲରେ ୪ର୍ଥ ସିଡ୍ ଚାଇନିଜ୍ ତାଇପେର ୱାଙ୍ଗ୍ ଜୁ ୱେଇଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌କୁ କଶ୍ୟପ…
Read More...

ଆଫଗାନିସ୍ତାନରେ ବିସ୍ଫୋରଣ , ୧୨ମୃତ

କାବୁଲ, ୭ା୭: ଆଫଗାନିସ୍ତାନର ଗଜନୀରେ କାର ବୋମା ବିସ୍ଫୋରଣ ଘଟିଛି । ସେଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୬୦ଜଣ ଆହତ ହୋଇଛନ୍ତି । ଏବଂ ଆହତ ହୋଇଥିବା ୬୦ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

ଉଡାଣରେ ଆଉ ବାଧା ଦେବନି ଖରାପ ପାଗ

ଝାରସୁଗୁଡା,୭ ।୭(ଓଡିଶା ଭାସ୍କର): ଝାରସୁଗୁଡାରେ ଖରାପ ପାଗ ଯୋଗୁଁ ଏଣିକି ବିମାନ ଉଡାଣ ବାତିଲ ହେବ ନାହିଁ । ଏନେଇ ଟ୍ୱିଟରରେ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ଯେ, ‘ଝାରସୁଗୁଡା ବିମାନବନ୍ଦରରେ ଇନଷ୍ଟୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍-LS ଲଗାଯିବ । ରନ୍ ୱେରେ ଆଏଲଏସ…
Read More...

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍‌,…
Read More...

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’ କିମ୍ବା ବାପା ଶିଶୁ ପାଖରେ ଶୋଇଥାନ୍ତି। ତେବେ ଭାରତୀୟ ପରିବାରରେ ଏହା ଏକ ସାଧାରଣ କଥା, ଯାହା ନିୟମିତ ହୋଇଥାଏ। ତେବେ ଆପଣ କ’ଣ ଜାଣନ୍ତି କି ନବଜାତ…
Read More...

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି। ଆଉ ଏହାର କଲେକ୍ସନ୍‌ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ କେବଳ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ କରିଥିବା ବେଳେ ଏବେ ଏହି ରେସ୍‌ରେ…
Read More...

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ପ୍ରତିବର୍ଷ ଜେଲି ଫିଶ୍‌ ଦଂଶନରେ ଲୋକଙ୍କର ମୃତ୍ୟୁ ଘଟିଥାଏ। ସମୁଦ୍ର କୂଳରେ ଜେଲି ଫିଶ୍‌ ଜମା ହେବାରୁ…
Read More...

୧୪ ବର୍ଷରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ; ୨୮ ଶହ କୋଟି ଖର୍ଚ୍ଚ ପରେ ବି ମାୟାନଗରୀ ବର୍ଷାରେ ହେଉଛି ଉବୁଟୁବୁ

ମୁମ୍ବାଇ,୭।୭: ମୌସୁମୀକୁ ଦେଶସାରା ଅପେକ୍ଷା କରୁଥିବାବେଳେ ଏହାକୁ ନେଇ ମାୟାନଗରୀ ମୁମ୍ବାଇର ଲୋକେ ଭୟ କରିଥାନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ପାଣିରେ ଏହି ସହର ଉବୁଟୁବୁ ହୋଇଥାଏ। ଗତ ୧୪ ବର୍ଷ ମଧ୍ୟରେ ଏହା ଯୋଗୁ ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୦୫ ଜୁଲାଇ ୨୬ରେ ପ୍ରବଳ…
Read More...

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ ବଞ୍ଚିତ ନ କରାଇବା ପାଇଁ କମଲନାଥ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଏହି…
Read More...

ବର୍ଜ୍ୟବସ୍ତୁ ଜମା କଲେ ମିଳିବ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିନ୍‌ ପୁରସ୍କାର

ରୁଦ୍ରପ୍ରୟାଗ,୭।୭: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ସ୍ବଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ଅଭିନବ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ ମଙ୍ଗେଶ୍‌ ଘିଲ୍ଡିୟାଲ୍‌ ବର୍ଜ୍ୟବସ୍ତୁ ଜମା କରୁଥିବା ଲୋକଙ୍କୁ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିିନ୍‌ ଆଦି…
Read More...