Breaking

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

0

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ ବଞ୍ଚିତ ନ କରାଇବା ପାଇଁ କମଲନାଥ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଏହି ଅବସରରେ ସେ କହିଛନ୍ତି ଯେ, ମାତା ପିତା ସଚେତନ ହେଲେ ଶିଶୁଙ୍କ ଉପସ୍ଥାନ ସ୍କୁଲରେ ବୃଦ୍ଧି ପାଇପାରିବ।

loading...

Leave A Reply

Your email address will not be published.