Breaking

ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ

0

ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର ମ୍ୟୁନିସିପାଲ କମିଶନର ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି, ଏବେ ଭିକାରିମାନଙ୍କୁ ଚିହ୍ନଟ କରିବାକୁ ଏକ ସର୍ଭେ ଚାଲିଛି। ଏହାର ଉଦ୍ଦେଶ୍ୟ ହେଉଛି ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା। ଚିହ୍ନଟ କରାଯିବା ପରେ ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କାମରେ ଏମାନଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।

loading...

Leave A Reply

Your email address will not be published.