Breaking

ଜଳିଗଲା ବିମାନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପାକିସ୍ତାନରୁ ଆସିଲା ଦୁଃଖ ଖବର । ପାକ ଆକାଶରେ ଅଘଟଣ । ପାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାନ୍ସ ବିମାନ ଦୁର୍ଘଟଣା । ଅବତରଣର ମାତ୍ର ୧ ମିନିଟ ପୂର୍ବରୁ ଆକାଶରୁ ଖସି ପଡିଲା ବିମାନ ଲ୍ୟାଣ୍ଡି…
Read More...

ଓଡିଶାକୁ ୫୦୦ । ବଙ୍ଗକୁ ୧୦୦୦

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବାତ୍ୟା ଅମ୍ପନ ଆସି ଛିଡିଗଲା ଅଲିଭା କ୍ଷତ।ଘଟିଛି ପ୍ରବଳ କ୍ଷୟକ୍ଷତି।ସେ ନେଇ ଆଜି ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ସରିଲା ସମୀକ୍ଷା ବୈଠକ । ଅମ୍ଫାନ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି…
Read More...

ନିରନ୍ତର ସେବାରେ ‘ରେଡ୍‌ ସ୍ବସ୍ତିକ୍’

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀ ସମୟରେ ସାରା ସମାଜ ଶୁପ୍ତ ଥିବାବେଳେ ସମାଜର ସୁରକ୍ଷାରେ ପୋଲିସ୍ ବାହିନୀ ସଦାଜାଗ୍ରତ।ସଂକ୍ରମଣକୁ ଭୟ ନକରି ସେମାନେ ସେବା ଯୋଗାଇ ଆସୁଛନ୍ତି। ସେହି ଯୋଦ୍ଦାଙ୍କ ସୁରକ୍ଷା ନିମିତ୍ତ ରେଡ୍ ସ୍ବସ୍ତିକ୍ ଓଡିଶା ଶାଖା ପକ୍ଷରୁ କମିସନରେଟ୍…
Read More...

ରାଜ୍ୟରେ ହଜାରେ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ…
Read More...

ତାଣ୍ଡବ ରଚୁଛି ଅମ୍ପାନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ତାଣ୍ଡବ ରଚିବାରେ ଲାଗିଛି ବାତ୍ୟା। ବାଥ୍ୟା ଅମ୍ଫାନ୍ ରାତି ସାଢ଼େ ଆଠଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବାର ଥିଲା । କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ । ଅମ୍ଫାନ୍ ଅତିକ୍ରମ…
Read More...

ଜୁନ୍ ୧ରୁ ଗଡ଼ିବ ୨୦୦ ଟ୍ରେନ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଲକଡାଉନ୍ ନିୟମ କୋହଳ ହେବା ସହ ଦୌଡ଼ିବା ଆରମ୍ଭ କରିଛି ସମାଜ। ମେ ୧୨ରୁ ଦେଶରେ ଟ୍ରେନ୍ ସେବା ଆଂଶିକ ଭାବେ ଆରମ୍ଭ ହୋଇଛି । ଦିଲ୍ଲୀରୁ ଦେଶର ୧୫ଟି ସ୍ଥାନକୁ ଏସି ବା ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚଳାଚଳ କରୁଛି । ଏଥିସହ ରାଜ୍ୟମାନଙ୍କ ଅନୁରୋଧ କ୍ରମେ…
Read More...

ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀର କାୟାରେ ଯେତେବେଳେ ସାରା ବିଶ୍ବ,ଦେଶ ଓ ରାଜ୍ୟ ଭିତତ୍ରସ୍ତ ସେହି ସମୟରେ ଅସହାୟ ମାନବ ସମାଜ।ଅସହାୟତା ଭିତରେ ଭୋକ ଉପାଶରେ କଟୁଛି ଅନେକଙ୍କ ଜନଜୀବନ।ଏହିପରି ସ୍ଥିତିରେ ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ।ଭୁବନେଶ୍ୱର ଭି.ଏସ୍.ଏସ୍…
Read More...