Breaking

ଜଳିଗଲା ବିମାନ

ଲ୍ୟାଣ୍ଡିଂ ପୂର୍ବରୁ ଖସିପଡିଲା ବିମାନ । ବିମାନରେ ପ୍ରାୟ ୯୯ ଥିଲେ ଯାତ୍ରୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପାକିସ୍ତାନରୁ ଆସିଲା ଦୁଃଖ ଖବର । ପାକ ଆକାଶରେ ଅଘଟଣ । ପାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାନ୍ସ ବିମାନ ଦୁର୍ଘଟଣା । ଅବତରଣର ମାତ୍ର ୧ ମିନିଟ ପୂର୍ବରୁ ଆକାଶରୁ ଖସି ପଡିଲା ବିମାନ ଲ୍ୟାଣ୍ଡି ପୂର୍ବରୁ କରାଚୀ ବିମାନବନ୍ଦର ପାଖରେ ବଡ ଦୁର୍ଘଟଣା ହୋଇଛି । ଲାହୋରରୁ କରାଚୀ ଯାଉଥିଲା ଏହି ଯାତ୍ରୀବାହୀ ବିମାନ । ତେବେ ବିମାନରେ ପ୍ରାୟ ୯୯ ଜଣ ଯାତ୍ରୀ ଥିଲେ । ୮ ଜଣ କ୍ରିୟୁ ମେମ୍ବର ଥିଲେ ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ।ସେପଟେ ବିମାନ ଖସି ପଡିବା ପରେ ଦେଖୁ ଦେଖୁ ଜଳିଯାଇଥିଲା । ଆକାଶରେ ଦୁର୍ଘଟଣା ପରେ ଏହି ବିମାନ ଜନବସତି ଉପରେ ଖଡି ପଡିଥିଲା । ବିମାନ ଖସିବା ପରେ ଅନେକ ଘରେ ମଧ୍ୟ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ ଏ ନେଇ କ୍ଷୟକ୍ଷତି ର କିଛି ସ୍ପଷ୍ଟ ସୂନା ମିଳି ପାରି ନାହି।

loading...

Leave A Reply

Your email address will not be published.