Breaking

ଓଡିଶାକୁ ୫୦୦ । ବଙ୍ଗକୁ ୧୦୦୦

ଅମ୍ଫାନ ସମୀକ୍ଷା ପରେ ଓଡିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବାତ୍ୟା ଅମ୍ପନ ଆସି ଛିଡିଗଲା ଅଲିଭା କ୍ଷତ।ଘଟିଛି ପ୍ରବଳ କ୍ଷୟକ୍ଷତି।ସେ ନେଇ ଆଜି ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ସରିଲା ସମୀକ୍ଷା ବୈଠକ । ଅମ୍ଫାନ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି । ପରି ସ୍ଥିତିକୁ ଲକ୍ଷ୍ୟ କରି ଆଗୁଆ ୫୦୦ କୋଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ । ବିଶ୍ୱ ମହାମାରୀ ବେଳେ ଓଡିଶା ମହାବାତ୍ୟାର ଭଲ ମୁକାବିଲା କରିଛି । ଅମ୍ଫାନ ପଶ୍ଚିମବଙ୍ଗ ଯିବା ବେଳେ ଓଡିଶାରେ କିଛି ମାତ୍ରରେ କ୍ଷୟକ୍ଷତି କରିଥିଲେ ମଧ୍ୟ ପଶ୍ଚିମବଙ୍ଗ ଭଳି ଓଡିଶାରେ ଏତେ ନଷ୍ଟ ହୋଇ ନଥିଲେ ବି କୃଷି, ବିଦ୍ୟୁତ୍, ଯୋଗାଯୋଗ, ନିର୍ମାଣ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ତୁରନ୍ତ ମରାମତି ପାଇଁ ଓଡିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ପ୍ୟାକେଜ ଦିଆଗଲା ବୋଲି ମୋଦି ଘୋଷଣା କରିଛନ୍ତି ।ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ଦେଇଛନ୍ତି । ତତ୍ ସହିତ ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀ ୧୦୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଟିମ୍ ମଧ୍ୟ ଆଉ ଥରେ ଆସି ସ୍ଥିତିର ଅନୁଧ୍ୟାନ କରିବ । ତେବେ ମହାମାରୀ ବେଳେ ମହାବାତ୍ୟାର ମୁକାବିଲ କରିଥିବାରୁ ନବୀନଙ୍କୁ ପ୍ରଶଂସା କଲେ ମୋଦି । ବାତ୍ୟା ସମୟରେ ନିଜ ଉପସ୍ଥିତ ରଣ କୈସଳ ବଳରେ ଅନେକ ଜୀବନ ବଞ୍ଚାଇ ଥିବାରୁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଦେବା ସହ ପ୍ର

loading...

Leave A Reply

Your email address will not be published.