Breaking
Browsing Category

ରାଜ୍ୟ

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ…
Read More...

ବୁଲା ପ୍ରାଣୀଙ୍କ ଦରଦୀ ବନ୍ଧୁ ସାଜିଲେ ଯୁବପିଢି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୁହନ୍ତି ଦୁଃଖର ବନ୍ଧୁ ଯିଏ, ସେ ହିଁ ପ୍ରକୃତ ବନ୍ଧୁ। ଆଉ ଏ ମଣିଷଗୁଡ଼ାଙ୍କ ଉପରେ ସବୁବେଳେ ଆରୋପ ଲାଗେ ଏମାନେ ସ୍ୱାର୍ଥପର ବୋଲି। ସେଥିପାଇଁ ତ ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଆମରି ଭିତରୁ କିଛି ବିଭିନ୍ନ ସମୟରେ ଆକ୍ରମଣ…
Read More...

ୱାର୍ଡ ନଂ ୩୯ କଂଗ୍ରେସ ତରଫରୁ ନୂଆସାହିରେ ଶୁଖିଲା ଖାଦ୍ୟ ବଣ୍ଟନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୁବନେଶ୍ବର ମହାନଗରର ନିଗମ ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ବାଳ ଓ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ର ପୂର୍ବତନ ସମ୍ପାଦକ ଯୁବନେତା…
Read More...

କାଳିଆ ପାଈ କଟକଣା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଭିତରେ ହୋଇପାରେ ଏଥରର ରଥଯାତ୍ରା । ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ଏନେଇ ସଂକେତ ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିବା ରାମଚନ୍ଦ୍ର କହିଛନ୍ତି, ଏଥର ମହାମାରୀକୁ ନଜରରେ…
Read More...

ମନେ ପଡନ୍ତି ବିଜୁବାବୁ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଜୟାନନ୍ଦ ପଟ୍ଟନାୟକ ।ସ୍ନେହରେ ସମସ୍ତେ ଡାକନ୍ତି ବିଜୁ ବାବୁ। ସେ ମହାନ ଜନନାୟକ ଆଧୁନିକ ଓଡିଶାର ନିର୍ମାତା ।ନାମ ହି ଯଥେଷ୍ଟ ।ସେ ଥିଲେ ଝଡର ଇଗଲ୍।ଓଡିଶାକୁ ନୂଆ ରୂପ ଦେବାରେ ସେ ହି ମୁଖ୍ୟ ବିନ୍ଧାଣୀ।ଆଜି ସେହି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ ତମ…
Read More...

ପଟିଆ ସନ୍ନିକଟ କଲାରାହାଙ୍ଗ ଗାଁରେ କରୋନା ସଚେତନତା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଭୁବନେଶ୍ୱର ପଟିଆ ସନ୍ନିକଟ କଳାରାହାଙ୍ଗ ଗ୍ରାମରେ କରୋନା ସଚେତନତା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ସରପଞ୍ଚ ପଙ୍କଜିନୀ ଦଳପତି ଙ୍କ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷଛ ଦଳ ଘର ଘର ବୁଲି ଲୋକଙ୍କୁ…
Read More...

ଓଡିଶାକୁ ବିଳମ୍ବରେ ଛୁଈପାରେ ମୌସୁମୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ୧୩ ଜୁନ ସୁଦ୍ଧା ଓଡିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସସ୍ତିର ବିଷୟ ଏ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ଓ ବର୍ଷା ମଧ୍ୟ ସ୍ବାଭାବିକ୍ ହବ। ୯୬ ପ୍ରତିଶତରୁ ୧୦୪ ପ୍ରତିଶତ…
Read More...

ଆକ୍ସନ୍ ମୁଡରେ କମିସନରେଟ୍ ପୋଲିସ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କଡା ଚେକିଂ ସାଙ୍ଗକୁ ଘନଘନ ପେଟ୍ରୋଲିଂ । ଅମାନିଆଙ୍କୁ ସାବାଡ କରିବାକୁ ଗଳିକନ୍ଦି ପଇନ୍ତରା ମାରୁଛି କମିସନରେଟ ପୋଲିସ୍। କମିସନରେଟ୍ ପୋଲିସର ବାରଣ ସତ୍ବେ ବିନା ପାସରେ ବହୁ ଜନ ସାଧାରଣ ବିନା କାମରେ ବାହାରକୁ ଆସୁଥିବାର ନଜର ଆସିବା ପରେ ପୋଲିସ୍…
Read More...

ସାନିଟାଇଜ୍ ହେଉଛି ସ୍ମାଟସିଟି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋରନା ଯୁଦ୍ଦକୁ ଜିତିବା ପାଇ ସିନିଟାଇଜେସନ୍ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁ୍ବ ଦିଆଯାଇଛ। ଏନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଯାଇଥିବାବେଳେ ଆଜିଠାରୁ ପରୀକ୍ଷାମୂଳକ ଭାବେ ରାଜଧାନୀରେ ୩ଟି ଡ୍ରୋନ୍ ସହାୟତାରେ ବିଶୋଧକ ସିଂଚନ…
Read More...

ଓଡ଼ିଶାରେ ୬୦ରେ ପହଁଚିଲା ପଜିଟିଭ୍ ସଂଖ୍ୟା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ଆକ୍ରାନ୍ତ ଭୁବନେଶ୍ୱର ଝାରପଡ଼ାର ୫୦ ବର୍ଷୀୟ ଯୁବକଙ୍କ ହୋଇଥିବାବେଳେ ଆକ୍ରାନ୍ତ ଯୁବକ ଜଣକ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ହସ୍ତଗତ ହୋଇଛି । ଅନ୍ୟ ତିନିଜଣ ବମିଖାଲ…
Read More...