Breaking

ଓଡ଼ିଶାରେ ୬୦ରେ ପହଁଚିଲା ପଜିଟିଭ୍ ସଂଖ୍ୟା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ଆକ୍ରାନ୍ତ ଭୁବନେଶ୍ୱର ଝାରପଡ଼ାର ୫୦ ବର୍ଷୀୟ ଯୁବକଙ୍କ ହୋଇଥିବାବେଳେ ଆକ୍ରାନ୍ତ ଯୁବକ ଜଣକ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ହସ୍ତଗତ ହୋଇଛି । ଅନ୍ୟ ତିନିଜଣ ବମିଖାଲ ଅଞ୍ଚଳର ହୋଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ୫୧ ଓ ୭୦ ବର୍ଷୀୟ । ଏବଂ ଜଣେ ମହିଳା ୫୧ ବର୍ଷୀୟ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆଜି ସକାଳୁ ଯାଜପୁର ଅଞ୍ଚଳରୁ ଚିହ୍ନଟ ହୋଇଥିଲେ ଆଉ ଜଣେ କରୋନା ଆକ୍ରାନ୍ତ । ବର୍ତ୍ତମାନ ଆଉ ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଁଚିଛି।

loading...

Leave A Reply

Your email address will not be published.