Breaking

ଓଡିଶାକୁ ବିଳମ୍ବରେ ଛୁଈପାରେ ମୌସୁମୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ୧୩ ଜୁନ ସୁଦ୍ଧା ଓଡିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସସ୍ତିର ବିଷୟ ଏ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ଓ ବର୍ଷା ମଧ୍ୟ ସ୍ବାଭାବିକ୍ ହବ। ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବର୍ଷାର ପରିମାଣ । ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିବ ତା’ପରେ ‌ଜୁନ୍ ୪ ତାରିଖରେ ଚେନ୍ନାଇ, ୭ ତାରିଖରେ ପାଞ୍ଜିମ, ୮ ତାରିଖରେ ହାଇଦ୍ରାବାଦ, ୧୦ ତାରିଖରେ ପୁଣେ ଏବଂ ୧୧ ତାରିଖରେ ମୁମ୍ବାଇରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛନ୍ତି।

loading...

Leave A Reply

Your email address will not be published.