Breaking

ସାନିଟାଇଜ୍ ହେଉଛି ସ୍ମାଟସିଟି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୋରନା ଯୁଦ୍ଦକୁ ଜିତିବା ପାଇ ସିନିଟାଇଜେସନ୍ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁ୍ବ ଦିଆଯାଇଛ। ଏନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଯାଇଥିବାବେଳେ ଆଜିଠାରୁ ପରୀକ୍ଷାମୂଳକ ଭାବେ ରାଜଧାନୀରେ ୩ଟି ଡ୍ରୋନ୍ ସହାୟତାରେ ବିଶୋଧକ ସିଂଚନ କରାଯାଉଛି । ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ଯାଏଁ ଏହି ବିଶୋଧକ ସ୍ପ୍ରେ କାମ ଚାଲଛି। ସମ୍ପୃକ୍ତ ଅଂଚଳର ଲୋକମାନେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

loading...

Leave A Reply

Your email address will not be published.