Breaking
Browsing Category

ରାଜ୍ୟ

ନବୀନଙ୍କଠାରୁ ରାଜନୀତିର ଗୁରୁମନ୍ତ୍ର ନେଲେ ସୁପରଷ୍ଟାର କମଲ ହାସନ

ଚେନ୍ନାଇ:ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିପତିଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ । ଏହା ସହିତ ଆଗାମୀ ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ…
Read More...

ଚେନ୍ନାଇରେ ଉଦଘାଟିତ ହେଲା ଓଡିଶା ଭବନ

ଚେନ୍ନାଇ :ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଓଡ଼ିଶା ଭବନର ଉଦଘାଟନ କରିଛନ୍ତି । ସଂଧ୍ୟା ୭ ଟାରେ ସେ ନବନିର୍ମିତ ଓଡିଶା ଭବନର ଉଦଘାଟନ କରିଛନ୍ତି । ଛଅ ମହଲା ବିଶିଷ୍ଟ ଭବନରେ ୧୬ଟି ଡବଲ ବେଡରୁମ, ୫ଟି ସିଙ୍ଗଲ ବେଡ ବିଶିଷ୍ଟ ରୁମ ସହ ୩୦୦ ଲୋକ ବସିବା ପରି ଅଡିଟୋରିୟମ ନିର୍ମାଣ…
Read More...

ସିଜ୍‌ ହେଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

ପୁରୀ:ଚିଲିକାରେ ବେଆଇନ ହେଲିକପ୍ଟର ଉଡ଼ାଣ ଅଭିଯୋଗ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ କରାଯାଇଛି। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ…
Read More...

୩୧ ବର୍ଷରେ କୋଳଥିଆ ଗଣେଶ ପୂଜା : ୟୁଥ୍ କ୍ଲବ୍‌ ପକ୍ଷରୁ ୫ ଜଣଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର :ଦୀର୍ଘ ୩୧ ବର୍ଷ ଧରି କୋଳଥିଆ ୟୁଥ୍ କ୍ଲବ୍‌ ତରଫରୁ ଗଣେଶ ପୂଜା ପାଳିତ ହୋଇ ଆସୁଅଛି ।ଏହି କ୍ଲବରେ ୫୦ ଜଣ ମେମ୍ବର ରହୁଥିବା ବେଳେ ସମସ୍ତେ ମିଶି ସବୁ ବର୍ଷ ବହୁ ଆଡ଼ମ୍ବରେ ପାଳନ କରୁଛନ୍ତି । ତାହା ସହ ୪ ଦିନ କାଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଶେଷ…
Read More...