Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ରାଜ୍ୟ
ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍
ଭୁବନେଶ୍ୱର:ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା…
Read More...
Read More...
ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଛି : ମୁଖ୍ୟ ବିଶ୍ୱକର୍ମା
ପୁରୀ : ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିଲା। ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ ହେଲା। ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ନବକଳେବର ସମୟରେ ଶ୍ରୀମନ୍ଦିର ହୋଇଥିବା ବ୍ରହ୍ମ ବିଭ୍ରାଟ…
Read More...
Read More...
ଆଜି ଶିଶୁଦିବସ :ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ
ଭବନେଶ୍ୱର: ଅାଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ଅାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆଜି ଜନ୍ମଦିନ।ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ଆଜି ଏହି ମହାନ ଆତ୍ମାଙ୍କର ୧୨୯ତମ ପୁଣ୍ୟ…
Read More...
Read More...
Parichay Foundation organised the 3rd Edition of Kiah Fashion Show 2018
Bhubaneswar: The third edition of Kiah Fashion Show organised by Parichay Foundation at Mayfair Lagoon, Bhubaneswar stood out for more than one reason. The fashion show was organised for a cause to raise funds for Parichay’s flagship…
Read More...
Read More...
ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ
କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ କଣ୍ଠଦାନ କରିଥିଲେ।…
Read More...
Read More...
ସ୍ପୋର୍ଟ୍ସ ହବ୍ ହେବ ଓଡ଼ିଶା : କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୬ଟି ଶିଳ୍ପ ସଂସ୍ଥା ସହ ଏମ୍ଓୟୁ ସ୍ବାକ୍ଷରିତ
ଭୁବନେଶ୍ୱର:ଆସନ୍ତା ୨୮ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱ କପ୍ ପ୍ରତିଯୋଗିତାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପର ଟ୍ରଫିକୁ ସୋମବାର ଉନ୍ମୋଚନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କ୍ରୀଡ଼ାର ବିକାଶ…
Read More...
Read More...
ତିତିଲି ବାତ୍ୟା କୁ ମାସେ ପୂରିଲା : ଏବେ ବି ସୁଧୁରିନି ଗଜପତି ଜିଲ୍ଲାର ମାଡବା ଗାଁ ଅବସ୍ଥା
ଗଜପତି(ଗୋବର୍ଦ୍ଧନ ପଣ୍ଡା):ଆଜି ବି ସୁଧୁରିନି ଅବସ୍ଥା । ରାସ୍ତାଘାଟ ବି ଅତ୍ୟନ୍ତ ସଂକଟାପନ୍ନ । ତିତିଲି ବାତ୍ୟାର ଦୀର୍ଘ ଏକ ମାସ ପରେ ବି ବାହ୍ୟ ଜଗତରୁ ବିଛିନ୍ନ ଗଜପତି ଜିଲ୍ଲାର ମାଡବା ଗାଁ । ମହେନ୍ଦ୍ରଗିରୀ ପାହାଡ ଉପରେ ଅବସ୍ଥିତ ସମସ୍ତ ବାସିନ୍ଦା ଆଦିବାସୀ ସମ୍ପ୍ରଦାୟର । ପାହାଡ…
Read More...
Read More...
ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ଓଡ଼ିଶାରେ ୩ ହଜାର କୋଟି ଟଙ୍କା ବିନିଯୋଗ କରିବ ରିଲାଏନ୍ସ
ଭୁବନେଶ୍ୱର:ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣର ଆଜି ଦ୍ୱିତୀୟ ଦିନ । ଆଜି ବିଜନେସ୍ ଲିଡର୍ସିପ୍ ସମିଟ୍ ଆରମ୍ଭ ହୋଇଛି । ଏହି ଅଧିବେଶନରେ ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତାଭାବେ ଯୋଗ…
Read More...
Read More...
ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ମୁକେଶ ଅମ୍ବାନୀ
ପୁରୀ :ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି। ଅପରାହ୍ନରେ ସେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାଖାପାଖି ଦୁଇ ଘଣ୍ଟା ସେଠାରେ ବିତାଇବେ। ଅମ୍ବାନୀ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜ ଝିଅ ଇଶା ଅମ୍ବାନୀଙ୍କ ବାହାଘର ପାଇଁ ନିମନ୍ତ୍ରଣପତ୍ର…
Read More...
Read More...
ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ! ମେକ୍ଇନ ଓଡିଶା କନକ୍ଲେଭ ଉଦଘାଟିତ
ଭୁବନେଶ୍ବର : ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ । ଉଦଘାଟିତ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ଦ୍ୱିତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜନତା ମଇଦାନରେ ଏହି କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଉଦଘାଟନ କରିଛନ୍ତି। ଏହା ଆସନ୍ତା ୧୫ ତାରିଖ ଯାଏଁ ଚାଲିବ । ଏହି…
Read More...
Read More...