Breaking
Browsing Category

ରାଜ୍ୟ

ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା। ପ୍ରଥମ ଥର ଲାଗି ସଂପୂର୍ଣ୍ଣ କମ୍ପ୍ୟୁଟର ବେସ୍‌ଡ୍‌ ମୋଡ୍‌ରେ ପରୀକ୍ଷା ହେଉଛି। ଏହାସହ ପ୍ରଥମ ଥର ଲାଗି ସିବିଏସ୍‌ଇ ବଦଳରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସୀ ଏନଟିଏ ଅଧିନରେ ପରୀକ୍ଷା ହେଉଛି। ସାଢ଼େ ନଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା…
Read More...

ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ପୋଲିସ ଅଧିକାରୀଙ୍କ ପୁଅଙ୍କ ଆତ୍ମହତ୍ୟା। ଗତକାଲି ବିଳମ୍ବିତ ରାତିରେ ଏସିପି ସଞ୍ଜୀବ ଶତପଥୀଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି। ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା।ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ୁଥିଲେ। ସେ ସପ୍ତମ…
Read More...

ବାରିପଦାରେ ୪୫୦୦ କୋଟିି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାରିପଦାରେ ଆୟୋଜିତ ବିଶାଳ ଜନ ସମାବେଶରେ ସାମିଲ ହୋଇଛନ୍ତି ମୋଦି । ଏହି ଅବସରରେ ମୋଦି ଓଡିଶା ବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏଥିସହିତ ହିଁ ବାରିପଦାରେ ୪୫ଶହ କୋଟି ଟଙ୍କାର ପ୍ରକଳ୍ପର…
Read More...

ଆରପାରିରେ ଓଲିଉଡ୍‌ ଅଭିନେତ୍ରୀ ନିକିତା

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ନିକିତାଙ୍କର ଶନିବାର କଟକଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା…
Read More...

ତନିସ୍କର ଦି ଗ୍ରେଟ୍‌ ଡାଇମଣ୍ଡ୍‌ ସେଲ୍‌

ଭୁବନେଶ୍ବର: ତନିସ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ସୋ’ରୁମ୍‌ରେ ଦି ଗ୍ରେଟ୍‌ ଡାଇମଣ୍ଡ୍ ସେଲ୍‌ ବିଷୟରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକମାନେ ହୀରା ଗହଣା କିଣାକିଣି ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇବେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ସୀମିତ ସମୟ ପାଇଁ ଉପଲବ୍ଧ ହେବ।…
Read More...

ମାଡି ଆସୁଛି ସାମୁଦ୍ରିକ ବାତ୍ୟା ପାବୁକ : ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ତିତଲି ଓ ପେଥାଇ ପରେ ମାଡି ଆସୁଛି ବାତ୍ୟା ପାବୁକ। ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ରହିଛି ପାବୁକ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଜାନୁଆରୀ ୫ ଅପରାହ୍ନ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ରହିବ ବୋଲି…
Read More...

୫ରେ ବିଦ୍ୟାର୍ଥୀ ସେବା ସମ୍ମାନ-୨୦୧୯

ଭୁବନେଶ୍ବର : ବିଦ୍ୟାର୍ଥୀମାନେ ଯେକୌଣସି ଦେଶ ବା ରାଷ୍ଟ୍ରର ସର୍ବଶେଷ ଓ ସର୍ବଶ୍ରେଷ୍ଠ ସମ୍ବଳ । ବିଦ୍ୟାର୍ଥୀମାନଙ୍କର ବିକାଶ ବିନା ଯେକୌଣସି ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବପର ନୁହେଁ । ବିଦ୍ୟାର୍ଥୀମାନଙ୍କର ଏହି ବିକାଶ ପ୍ରକ୍ରିୟାଟି ବହୁଦା ବିଭକ୍ତ ଯଥା : ମାନସିକ, ଶାରୀରିକ,…
Read More...

ସେଲଫି ବେବୋ’ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ ସିଂଙ୍କ ମୃତଦେହ ଗୁରୁବାର ସକାଳେ ମହାନଦୀ ପଠାରୁ ଉଦ୍ଧାର କରାଯାଇଛି। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ତେବେ କେହି ତାଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗି ଦେଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ସେ ଗତ…
Read More...

ଜାନୁୟାରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍‌ ତାଲିକା : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଛି। ସଂଶୋଧନର ଅବଧି ସମୟ ବଢ଼ାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିକା ସଂଶୋଧନ ପାଇଁ ୪ଲକ୍ଷ…
Read More...