ଭୁବନେଶ୍ବର: ତନିସ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ସୋ’ରୁମ୍ରେ ଦି ଗ୍ରେଟ୍ ଡାଇମଣ୍ଡ୍ ସେଲ୍ ବିଷୟରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକମାନେ ହୀରା ଗହଣା କିଣାକିଣି ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇବେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ସୀମିତ ସମୟ ପାଇଁ ଉପଲବ୍ଧ ହେବ। ତନିସ୍କରେ ବିବାହ ଭଳି ବଡ଼ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ନିତିଦିନିଆ ବ୍ୟବହାର କରାଯାଉଥିବା ହୀରା ଗହଣା ଆଦିକୁ ବିକ୍ରି କରାଯାଉଛି। ତନିସ୍କରରେ ପ୍ରିନ୍ କଲେକ୍ସନ୍, ରେଡ୍ କାର୍ପେଟ୍ କଲେକ୍ସନ୍, ସୋଲିଟାୟାର ଓ ରିବାହ ଆଦି ହୀରା ଗହଣା ସମ୍ଭାର ରହିଛି। ଏହି ଅଫର ତନିସ୍କର ସବୁ ଷ୍ଟୋର୍ରେ ଉପଲବ୍ଧ ହେବ। ଏହି ଅବସରରେ ତନିସ୍କର ଫ୍ରାଞ୍ଚାଇଜି ମାଲିକ ମାନିକ ହଂସ ଉପସ୍ଥିତ ଥିଲେ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’