Breaking News
Browsing Category

ମନୋରଞ୍ଜନ

ଚିରନିଦ୍ରାରେ ୮୦ ଓ ୯୦ ଦଶନ୍ଧିର କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍

ମୁମ୍ବାଇ: ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କୁ ହରାଇଛି। ୬୪ ବର୍ଷିଅ ଏହି ବଲିଉଡ୍‌ ଗାୟକ ଜଣକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ, ମଙ୍ଗଳବାର ସେ ମୁମ୍ବାଇ ପହଞ୍ଚିଥିଲେ। ମାତ୍ର ଅପରାହ୍ନ…
Read More...

ହକି ବିଶ୍ୱକପ୍‌ ପାଇଁ କଟକ ଆସିବେ ସଲମାନ୍‌ ଖାନ୍

କଟକ : ହକି ବିଶ୍ୱକପ୍‌ ପାଇଁ କଟକ ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମକୁ ଦବଙ୍ଗ ବୟ ସଲମାନ ଖାନ୍‌ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ୍‌ ସଙ୍ଗୀତ ପରିବେଷଣ କରିବେ । ତେବେ ସଲମାନ ମଧ୍ୟ ଏହି କାର୍ଯ୍ଯକ୍ରମରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ସଲମାନଙ୍କୁ…
Read More...

ଶାହାରୁଖ୍‌ ଖାନ୍‌ଙ୍କୁ ଓଡିଶା ନ ଆସିବା ପାଇଁ ମିଳିଲା ଧମକ : ଓଡ଼ିଶା ଆସିଲେ ମୁହଁରେ ମାରିବୁ କାଳି

ଭୁବନେଶ୍ୱର : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଥିବା ଜଣାପଡ଼ିଛି । ଯଦି ସେ ଓଡ଼ିଶାରେ ପାଦ ରଖନ୍ତି,ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନଥିବେ ବୋଲି ଧମକ ମିଳିଛି ।ଯଦି ଶାହାରୁଖ୍‌ ଓଡ଼ିଶା ଆସନ୍ତି ତେବେ…
Read More...

ଭାରତୀୟ ବୋହୁ ବେଶରେ ମଥାରେ ସିନ୍ଦୁର, ମଙ୍ଗଳ ସୂତ୍ରରେ ସଜେଇ ହୋଇ ଭାରତ ଫେରିଲେ ଦୀପିକା

ମୁମ୍ବାଇ: ବିବାହ ସାରି ଆଜି ସକାଳେ ଦୀପବୀର ମୁମ୍ବାଇରେ ପହଁଞ୍ଚିଛନ୍ତି । ଉଭୟଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା । କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ…
Read More...

ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ : କହିଲେ ସେଦିନ ରାଗରେ ଥିଲି , କହିଦେଲି

ଭୁବନେଶ୍ୱର: ଫିଲ୍ମ ପାର୍ଟିରେ ଝଡ ସୃଷ୍ଟି କରିଥିବା ବଙ୍ଗିୟ ଅଭିନେତ୍ରୀ ଏଲସା ଏବେ ମତ ବଦଳାଇଛନ୍ତି । କହିଛନ୍ତି ଅତ୍ୟଧିକ ରାଗର ବଶବର୍ତି ହୋଇ ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ।ତେବେ ଆଜି ଏହି ବିବାଦ ଏକ ନାଟକୀୟ ମୋଡ ନେଇଛି । ହଠାତ…
Read More...

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବାଜିରାଓ-ମସ୍ତାନି

ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଟ୍ରାଡିସିନାଲ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ ।ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍‌ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି।…
Read More...

ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ କଣ୍ଠଦାନ କରିଥିଲେ।…
Read More...

ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଆଉ ନାହାନ୍ତି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟିଛି। ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବହୁ ଓଡ଼ିଅା ଚଳଚ୍ଚିତ୍ର ବେଶ୍‌ ଲୋକପ୍ରିୟତା ହାସଲ…
Read More...

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ’

ଭୁବନେଶ୍ୱର :ପବିତ୍ର ଦଶହରା ଅବସରରେ ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଫିଲ୍ମ ‘ପ୍ରେମ୍ କୁମାର’ ରଜ ଅବସରରେ ଆସିବାକୁ ଥିବା ବେଳେ ଫିଲ୍ମ ‘ଶ୍ରୀମାନ ସୁରଦାସ’ ୧୪…
Read More...

ଟେଲିଭିଜନ୍‌ ଉପସ୍ଥାପିକାରୁ ଅଭିନେତ୍ରୀ : ଜାଣନ୍ତୁ ଛୋଟ ପରଦାର କୁଇନ ଓରଫ କୁକିଙ୍କ ସମ୍ପର୍କରେ

ଭୁବନେଶ୍ୱର(ସତ୍ୟଜିତ ରାଉତ): ଏକ ବୈଦ୍ୟୁତିକ ଗଣମାଧ୍ୟମର ଉପସ୍ଥାପିକାରୁ ଅଭିନେତ୍ରୀ। ଆଲବମରୁ ଆରମ୍ଭ ହୋଇଥିଲା ଏହି ଅଭିନେତ୍ରୀଙ୍କ ଯାତ୍ରା । ଏହାପରେ ଧାଡିକୁ ଧାଡି ଲାଗିଥିଲା ଆଲବମର ଲାଇନ । ଶେଷରେ ସେ ‘ଖୁବ ଗଡବଡ’ସିରିଅଲ ସାହାଯ୍ୟରେ ପାଇଥିଲେ ଏକ ପରିଚୟ । ଏହି ସିରିଅଲରେ ହସାଉଥିବା…
Read More...