Breaking

ସରକାର ଶୁଣିଲା ଯାଏଁ ପଦଯାତ୍ରା ଚାଲିବ

0

ଭୁବନେଶ୍ବର: ଓଡ଼ିଆ ସିନେମାକୁ। ଓଡ଼ିଶା ହଲରେ ଜାଗା ନାହିଁ । ୨୦୦୮ ରୁ ମିଳୁନି ସବସିଡି ସୁବିଧା । ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପ୍ରଯୋଜକ ନିର୍ଦେଶକ । ଏନେଇ ଭୁବନେଶ୍ବର ଜୟଦେବ ଭବନରୁ ରାଜଭବନ ଯାଏଁ ପଦ ଯାତ୍ରାରେ ଯାଇଛନ୍ତି । ସେମାନଙ୍କ ସହ ଅଧିକ ଆଲୋଚନା ଆଜିର କାର୍ଯ୍ୟକ୍ରମ ରେ ‌ଯୋଗଦେଇଥିଲେ ପ୍ରଯୋଜକ ସଚ୍ଚିକାନ୍ତ ଜେନା‌, ଶ୍ରୀଧର ମାର୍ଥା,ସଞ୍ଜୟ ପାତ୍ର,ନିର୍ଦ୍ଦେଶକ ସନ୍ତୋଷ ବିଷୋୟୀ,ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ସରକାର ଆମ ସମସ୍ୟା ଶୁଣିଲା ପର୍ଯ୍ୟନ୍ତ ଏ ପଦଯାତ୍ରା ଚାଲିବ l

loading...

Leave A Reply

Your email address will not be published.