Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story
Browsing Category
ଖେଳ
ହାର୍ଟବିଟ୍ସ ଫର ହକି ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ହକି ପୁରୁଷ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ବିଶ୍ୱକପକୁ ଆଉ ମାତ୍ର ୯୦ ଦିନ ବାକି ଥିବା ବେଳେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ‘ହାର୍ଟବିଟ୍ସ ଫର ହକି' ନାମକ ଏକ କ୍ୟାମ୍ପେନ ଅଭିଯାନର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ନବୀନ…
Read More...
Read More...
ଚମକିଲେ ଦୂତୀ ! ୨୦୦ ମିଟରରେ ବି ଜିତିଲେ ରୌପ୍ୟ
ଜାକର୍ତ୍ତା : ଦୁତୀ ଜିତିଲେ ଦ୍ବିତୀୟ ରୌପ୍ୟ ପଦକ । ଆଜି ଜାକର୍ତ୍ତା ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଦୌଡ଼ରେ ସ୍ପ୍ରିଣ୍ଟ କୁଇନ୍ ଦୁତୀ ୨୩.୨୦ ସେକେଣ୍ଡ ନେଇ ଦୌଡ଼ ଶେଷ କରିଥିଲେ ।୨୦୦ ମିଟର ମହିଳା ବର୍ଗରେ ସେ ଏହି ପଦକ ହାସଲ କରିଛନ୍ତି। ଭାରତକୁ ଦୁଇଟି ପଦକ ଦେବାରେ ପ୍ରଥମ ଓଡିଆ ଆଥଲେଟ୍…
Read More...
Read More...
ଆଜି ଜାତୀୟ କ୍ରୀଡ଼ା ଦିବସ
ନୂଆଦିଲ୍ଲୀ:ଆଜି ଜାତୀୟ କ୍ରୀଡା ଦିବସ । ଅଗଷ୍ଟ ୨୯ ତାରିଖ, ଭାରତର କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ହକିର ଯାଦୁଗର ଖେଳାଳିଙ୍କ…
Read More...
Read More...
ଦୂତିଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଗତକାଲି ରୌପ୍ୟ ପଦକ ହାସଲ କରିଥିବା ଧାବିକା ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସୋମବାର ଏହି ଘୋଷଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
Read More...
Read More...
ଏସୀୟ କ୍ରୀଡ଼ା ! ଓଡିଆ ଝିଅ ଦୂତି ଚାନ୍ଦଙ୍କୁ ରୌପ୍ୟ ପଦକ
ଜାକର୍ତ୍ତା: ଏସିଆନ ଗେମ୍ସରେ ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ ପ୍ରତିଯୋଗିତା ଫାଇନାଲରେ ରୌପ୍ୟ ପଦକ ହାସଲ କଲେ ଦୂତି ଚାନ୍ଦ । ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଛନ୍ତି ଏହି ଭାରତୀୟ ଆଥଲେଟ ।ପୂର୍ବରୁ ସେମିଫାଇନାଲ…
Read More...
Read More...
କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର
ମୁମ୍ବାଇ:କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍। ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।ଦୁଇ କିନ୍ନର ଅବିନା ଅହର ଓ ସିମରନ ଶେଖଙ୍କୁ ନିଜର ନୂଆ ଭଉଣୀ କରିବା…
Read More...
Read More...
ଏସୀୟାନ କ୍ରୀଡାରେ ଭାରତକୁ ପ୍ରଥମ ମେଡାଲ ଦେଲେ ଅପୂର୍ବୀ ଓ ରବି
ଜାକର୍ତା: ଏସିଆନ୍ସ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍ ମିକ୍ସଡ୍ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇ ଶୁଟର…
Read More...
Read More...
ଇଂଲଣ୍ଡରେ ଟିମ୍ ଇଣ୍ଡିଆ ପାଳିଲା ସ୍ୱାଧୀନତା ଦିବସ
ଲଣ୍ଡନ : ଇଂଲଣ୍ଡ ଗସ୍ତରେ ଥବା ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛି । ତାଜ୍ ଲଣ୍ଡନ୍ ଠାରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ ।…
Read More...
Read More...
ବିଶ୍ୱର ଏକ ନମ୍ବର ଟେଷ୍ଟ୍ ବ୍ୟାଟସ୍ମ୍ୟାନ୍ ମାନ୍ୟତା ପାଇଲେ ବିରାଟ କୋହଲି
ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍ମ୍ୟାନ୍ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି।
ପୂର୍ବତନ ଅଷ୍ଟ୍ରେଲିଆ…
Read More...
Read More...
ଖୁବ୍ ଶୀଘ୍ର ପରଦାକୁ ଆସିବ ସାନିଆ ମିର୍ଜାଙ୍କ ବାୟୋପିକ୍
ମୁମ୍ବାଇ : ବାୟୋପିକ୍ ତାଲିକାରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନିଆ ମିର୍ଜା। ଆଜ୍ଞା ହଁ ,ବଲିଉଡରେ ଖୁବ ଶୀଘ୍ର ନଜର ଆସିବେ ଟେନିସ ପ୍ଲେୟାର ସାନିଆ ମିର୍ଜା। ଫିଲ୍ମ ନିର୍ମାତା ରୋନି ସ୍କ୍ରେଓ୍ଵାଲା ସାନିଆଙ୍କ ବାୟୋପିକ ନିର୍ମାଣ କରୁଥିବା ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଛି। ନିକଟରେ…
Read More...
Read More...