Breaking
Browsing Category

ଦେଶ ବିଦେଶ

କୋଲକାତାରେ ଭୁଷୁଡିଲା ଫ୍ଲାଏଓଭର : ବ୍ରିଜ ତଳେ ଚାପି ହୋଇ ରହିଛି ଏକାଧିକ ଗାଡି

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ମାଝେରହାଟଠାରେ ମଙ୍ଗଳବାର ଏକ ଫ୍ଲାଏ ଓଭର ଭୂଷୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଜଣଙ୍କର ପ୍ରାଣ ଯାଇଥିବା ଅନୁମାନ କରାଯାଉଛି । ଭଙ୍ଗା ବ୍ରିଜ ତଳେ ଅନେକ ଗାଡି ଚାପି ହୋଇ ରହିଛି । ଭଗ୍ନାବଶେଷ ମଧ୍ୟରେ ଅନେକ ଫସି ରହିଥିବା ଆଶଙ୍କା…
Read More...

ଖୋଲାରେ ଶୌଚ କରୁଛନ୍ତି କି ? ମିଳିବ ମୃତ୍ୟୁ ଦଣ୍ଡ !

ଉତ୍ତରପ୍ରଦେଶ:ଖୋଲାରେ ଶୌଚରୁ ମୁକ୍ତି ପାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାର ଦେଖିବାକୁ ମିଲୁଛି । ଏଥିସହ ଅନେକ ଅଭିଯାନ ମଧ୍ୟ କାଯ୍ୟକାରୀ ହେଉଛି । ତେବେ ଖୋଲାରେ ଶୌଚ କଲେ ମୃତ୍ୟୁ ଦଣ୍ଡ ମିଳିବ ଖବର ସମସ୍ତଙ୍କୁ ଦ୍ୱନ୍ଦରେ ପକାଉଛି । ତେବେ ଏହି ଖବର ମିଲିବା ପରେ ଲୋକେ…
Read More...

ନୂଆ ଅନ୍ଦାଜରେ ଡବୁ ଅଙ୍କଲ ! ଏଥର ମିଥୁନଙ୍କ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ:ପୁଣି ଥରେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଲେ ଡବୁ ଅଙ୍କଲ୍ ବା ଡ୍ଯାନ୍ସିଂ ଅଙ୍କଲ୍ । ପ୍ରଥମେ ଗୋବିନ୍ଦାଙ୍କ ଗୀତ ଆଉ ମିଥୁନଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ସଞ୍ଜୀବ ଶ୍ରୀବାସ୍ତବ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସଞ୍ଜୀବଙ୍କ ଏହି ଭିଡିଓ । ଯେଉଁଥିରେ…
Read More...

କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର

ମୁମ୍ବାଇ:କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍। ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।ଦୁଇ କିନ୍ନର ଅବିନା ଅହର ଓ ସିମରନ ଶେଖଙ୍କୁ ନିଜର ନୂଆ ଭଉଣୀ କରିବା…
Read More...

ଅଳ୍ପକେ ବର୍ତ୍ତିଲେ ବାପା ମା ! ୮୦ କିଲୋମିଟର ସ୍ପିଡରେ ଛୁଆକୁ ଧରି ଆପେ ଆପେ ଚାଲିଲା ବାଇକ୍‌

ବେଙ୍ଗାଲୁରୁ:କଥାରେ ଅଛି ରଖେ ହରି ତ’ ମାରେ କିଏ।ଏକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଛୋଟ ଶିଶୁଟି ଯେପରି ଭାବରେ ରକ୍ଷା ପାଇ ଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ବାଇକରେ ଯିବାବେଳେ ଦୁର୍ଘଟଣାର ଶୀକାର ହେଉଛନ୍ତି ବାପା ମାଆ। କିନ୍ତୁ ବାଇକର ଆଗରେ ବସିଥିବା ଏକାକୀ ୫ ବର୍ଷର ଶିଶୁଟି କିଛି…
Read More...

ବଲିଉଡ୍ ସେଲିବ୍ରେଟିଙ୍କ ଲଭ୍ ଲାଇଫ୍ ! ବର୍ଷକରୁ ବି ଅଧିକା ତିଷ୍ଠିନାହିଁ ଏମାନଙ୍କ ବିବାହ

ମୁମ୍ବାଇ : ବଲିଉଡର ଛୋଟ ପରଦା ହେଉ କି ବଡ ପରଦା ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚା ହୋଇଥାଏ । ସେହିପରି ସେମାନଙ୍କର ଲଭ୍ ଲାଇଫ୍, ଆଫେୟାର୍ସ, ବିବାହ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥାଏ । ବହୁ କଳାକାର ମାନେ ନିଜର ଜୀବନସାଥୀ ନିଜେ ବାଛିଥାନ୍ତି…
Read More...

କ୍ରିଷ୍ଟାଲ ଟାଓ୍ଵାରରେ ଅଗ୍ନିକାଣ୍ଡ ! ୪ ମୃତ , ୧୬ ଗୁରୁତର

ମୁମ୍ବାଇ : ବଡ଼ ଧରଣର ଅଗ୍ନିକାଣ୍ଡ । ମୁମ୍ବାଇର ପରେଲରେ ହିନ୍ଦମାତା ସିନେମା ହଲ୍ ନିକଟରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ ଲାଗିଛି ।ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ତୁରନ୍ତ ୮ଟି ଦମକଳ ବାହିନୀ, ୪ଟି ୱାଟର ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ…
Read More...

ପତ୍ନୀଙ୍କ ମୃତଦେହ ଫ୍ରିଜ୍‌ରେ, ୩ ଝିଅଙ୍କ ମୃତଦେହ ଆଲମିରାରେ ରଖି ଯୁବକଙ୍କ ଆତ୍ମହତ୍ୟା

ଆଲ୍ଲାହାବାଦ୍‍: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଦେହାବଶେଷ ଫ୍ରିଜ୍‍, ଆଲମିରା ଓ ସୁଟ୍‍କେଶ୍‍ରୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଗୃହ ସ୍ୱାମୀଙ୍କ ମୃତଦେହ ଘର ଭିତରେ ଝୁଲୁ ଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରିଜ୍‌ ଭତରୁ ମିଳିଛି।ଦୀର୍ଘ ସମୟ ଧରି ଉକ୍ତ…
Read More...