Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha
Browsing Category
ଦେଶ ବିଦେଶ
ରୁଷ୍ରୁ ଆହୁରି ସୁଖୋଇ ସୁ-୩୦ ଏମ୍କେଆଇ ଏବଂ ମିଗ୍ -୨୯ ଲଢୁଆ ବିମାନ କିଣିବ ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍ ପଟୁ ଥିବା ବିପଦକୁ ମୁକାବିଲା କରିବାକୁ ରୁଷ୍ରୁ ଭାରତୀୟ ବାୟୁସେନା ଆହୁରି ୧୮ଟି ସୁଖୋଇ ସୁ-୩୦ ଏମ୍କେଆଇ ମଲ୍ଟିରୋଲ୍ ଲଢୁଆ ବିମାନ ଏବଂ ୨୧ଟି ମିକୋୟାନ୍ ମିଗ୍-୨୯ ଏୟାର୍ ସୁପରିଓରିଟି ଜେଟ୍ କିଣିବ। ବାୟୁସେନା ପାଖରେ ୨୭୨ଟି ସୁ-୩୦ ଏମ୍କେଆଇ…
Read More...
Read More...
୩୧୨ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ମୋଦୀ ସରକାର
ନୂଆଦିଲ୍ଲୀ: କାମରେ ହେଳା କରିଥିବା ଅଭିଯୋଗରେ ୩୧୨ ଜଣ କର୍ମଚାରୀଙ୍କୁ ମୋଦୀ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି | ନିଜ କାମକୁ ନେଇ ଦାୟିତ୍ବହୀନତା ପାଇଁ ଏହି କେନ୍ଦ୍ର କର୍ମଚାରୀମାନଙ୍କୁ ଚାକିରିରୁ ହଟାଇଦିଆଯାଇଥିବାର ଜଣାପଡିଛି | ଏଥିରେ ବହୁ ବରିଷ୍ଠ ଅଧିକାରୀ ଥିବାବେଳେ ଯୁଗ୍ମ…
Read More...
Read More...
ଅତିପ୍ରବଳ ବର୍ଷା ସହ ଉଚ୍ଚ ଜୁଆରରେ ମାୟାନଗରୀ ମୁମ୍ବାଇ ଜଳାର୍ଣ୍ଣବ: ଟ୍ରାଫିକ୍ ଜାମ୍ରେ ଫସି ତ୍ରାହି ତ୍ରାହି ଡାକ…
ମୁମ୍ବାଇ: ଆଜି (ସୋମବାର) ସକାଳୁ ପୁଣି ଥରେ ପ୍ରବଳରୁ ଅତିପ୍ରବଳ ବର୍ଷା ମାୟାନଗରୀ ମୁମ୍ବାଇର ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇବା ସହ ସ୍ୱାଭାବିକ ଜୀବନ ଯାତ୍ରାକୁ ଠପ୍ କରି ଦେଇଛି। ଅତିପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ବିମାନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ…
Read More...
Read More...
ଅମରନାଥ ଯାତ୍ରା ନାଁରେ କଶ୍ମୀର ଲୋକଙ୍କୁ ହଇରାଣ କରା ନ ଯାଉ: ମେହବୁବା ମୁଫତି
ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅମରନାଥ ଯାତ୍ରାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅମରନାଥ ଯାତ୍ରାକୁ ମୁଁ ସମର୍ଥନ କରୁଛି। କିନ୍ତୁ ଏହି ଯାତ୍ରାର ସୁରକ୍ଷା ନାଁରେ କଶ୍ମୀର ଲୋକଙ୍କୁ ପ୍ରବଳ ହଇରାଣ କରାଯାଉଛି। ୪୬ ଦିନିଆ…
Read More...
Read More...
ଆମେରିକାଠାରୁ ତୋପ କିଣିବ ଭାରତ
ନୂଆଦିଲ୍ଲୀ,୭।୭: ପାକିସ୍ତାନ ଲଗାତର ଜମ୍ମକଶ୍ମୀରରେ ସୀମା ଉଲ୍ଲଂଘନ କରୁଥିବା ନଜିର ରହିଛି। ଏବେ ପାକିସ୍ତାନକୁ ଉଚିତ୍ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ନିୟନ୍ତ୍ରଣ ରେଖାରେ ପ୍ରୟୋଗ ପାଇଁ ଭାରତ ଆମେରିକାଠାରୁ ତୋପ କିଣିବ ବୋଲି ସୂଚନା ମିଳିଛି। ଏହି ତୋପ ୫୦ କିମି ଦୂର…
Read More...
Read More...
ଦେଶରେ ପ୍ରଥମ-ଗୋ ହତ୍ୟା ପାଇଁ ୧୦ ବର୍ଷ କାରାଦଣ୍ଡ ଏକ ଲକ୍ଷ ଟଙ୍କା ଜୋରିମାନା
ଅହମ୍ମଦାବାଦ . – ଗୁଜୁରାଟର ଏକ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବାଛୁରୀ ଚୋରାଇବା ପରେ ଏହାକୁ ହତ୍ୟା କରିବା ଅପରାଧରେ ୧୦ ବର୍ଷର କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ସଜ୍ଜା ଶୁଣାଇଛନ୍ତି । ଏହି ମାମାଲା ଗୁଜୁରାଟର ଧୀରୋଜ ସହରର । ନ୍ୟୁଜ ଏଇଟିନ୍ ଡଟ୍ କମ୍ର ଖବର…
Read More...
Read More...
ଆଫଗାନିସ୍ତାନରେ ବିସ୍ଫୋରଣ , ୧୨ମୃତ
କାବୁଲ, ୭ା୭: ଆଫଗାନିସ୍ତାନର ଗଜନୀରେ କାର ବୋମା ବିସ୍ଫୋରଣ ଘଟିଛି । ସେଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୬୦ଜଣ ଆହତ ହୋଇଛନ୍ତି । ଏବଂ ଆହତ ହୋଇଥିବା ୬୦ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...
Read More...
ଇସ୍ରାଏଲ୍ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍: ସରକାର ଜାରି କଲେ ସତର୍କ ସୂଚନା
ଜେରୁଜେଲମ୍,୭।୭: ଇସ୍ରାଏଲ୍ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ପ୍ରତିବର୍ଷ ଜେଲି ଫିଶ୍ ଦଂଶନରେ ଲୋକଙ୍କର ମୃତ୍ୟୁ ଘଟିଥାଏ। ସମୁଦ୍ର କୂଳରେ ଜେଲି ଫିଶ୍ ଜମା ହେବାରୁ…
Read More...
Read More...
ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ
ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର ମ୍ୟୁନିସିପାଲ କମିଶନର ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି, ଏବେ ଭିକାରିମାନଙ୍କୁ ଚିହ୍ନଟ କରିବାକୁ ଏକ…
Read More...
Read More...
ମିଳିଲା ନୂଆ ପ୍ରମାଣ; କରାଚୀରେ ରହୁଛି ଦାଉଦ୍
ନୂଆଦିଲ୍ଲୀ : ପାକିସ୍ତାନ ଯେତେ ଫାଙ୍କିଲେ ମଧ୍ୟ ପଳାତକ ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବଇ ସିରିଏଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ୍ ଇବ୍ରାହିମ୍ ସେହି ଦେଶରେ ଆତ୍ମଗୋପନ କରିଥିବାର ପ୍ରମାଣ ବାରମ୍ବାର ସାମ୍ନାକୁ ଆସୁଛି। ଦାଉଦ୍ ଏବେ ପାକିସ୍ତାନର ବନ୍ଦର ସହର କରାଚୀରେ ଆତ୍ମଗୋପନ…
Read More...
Read More...