୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ଦେଲା ପରିଚୟ ଫାଉଣ୍ଡେସନ
ବାଲେଶ୍ବର: ଗଣେଶ ପୂଜାରେ ପରିଚୟ ଫାଉଣ୍ଡେସନ୍ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ବାଣ୍ଟିଛି । ବାଲେଶ୍ୱର ଜିଲ୍ଲା ପାଳବାଇଁଚ ଗାଁରେ ଏହି ଲ୍ୟାମ୍ପ ଦିଆଯାଇଛି । ୟସ୍ ବାତ୍ୟାରେ ଏହି ଗାଁ ଅନେକ ପ୍ରଭାବିତ ହୋଇଥିଲା । ଏଥିରେ ଅଧିକାଂଶ ପରିବାର ଅନ୍ଧାରରେ ରହିଥିଲେ । ପ୍ରତିବର୍ଷ ବାତ୍ୟା ଯୋଗୁ…
Read More...
Read More...