Breaking

କଟକ ରେଳଷ୍ଟେସନ ନେତାଜୀଙ୍କ ନାମରେ ନାମିତ କରିବାକୁ ଦାବି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ କଟକ ରେଳଷ୍ଟେସନକୁ ନାମିତ କରିବା ପାଇଁ ବିଶିଷ୍ଟ ସମାଜସେବୀ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। କଟକରେ ଜନ୍ମ ନେବା ସହ କଟକ ସହ ଥିବା ସମ୍ପର୍କକୁ ଉପଯୁକ୍ତ ସମ୍ମାନ ଦେବାର ସମୟ ଆସିଯାଇଛି। ତେଣୁ ରେଳଷ୍ଟେସନକୁ ତାଙ୍କ ନାମରେ ନାମିତ କରିବାକୁ ଡକ୍ଟର ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟୁଇଟ ମାଧ୍ୟମରେ ଦାବି କରିଛନ୍ତି।

loading...

Leave A Reply

Your email address will not be published.