Breaking
Monthly Archives

September 2018

ଆଜି କେମିତି କଟିବ ଆପଣଙ୍କ ଦିନ :୨୫ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚଞ୍ଚଳ ଚେଷ୍ଟିତ ଓ ଜ୍ଞାନୀ ହେବେ

ମେଷ: କାର୍ଯ୍ୟରେ ବାଧା ଉପୁଜି ପାରେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସୁଖ ମିଳିବ। ହସ-ଖୁସିରେ ଦିନଟି ବିତିବ। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ। ବୃଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ।…
Read More...

ଅମିତ ଶାହାଙ୍କ ଟାର୍ଗେଟରେ ନବୀନ ! କହିଲେ ୨୦୧୯ରେ ବିଜେଡି ଯିବା ନିଶ୍ଚିତ

ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି କି, ଆଜି ସଂକଳ୍ପର ଦିନ। ଓଡ଼ିଶାର କୋଣ…
Read More...

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଭୁବନେଶ୍ୱର:ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି।ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାଯ୍ୟର୍କାରିଣୀ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ ପାଖରେ କିପରି ପହଞ୍ଚି ହେବ ସେ ନେଇ ମହିଳା ମୋର୍ଚ୍ଚା ସଦସ୍ୟଙ୍କୁ ଅମିତ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୪ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି…

ମେଷ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବା ପାଇଁ ଦିନଟି ଭଲ। କାରବାର ଓ ଆୟରେ ବୃଦ୍ଧି ହେବ। ଛାତ୍ରମାନେ କ୍ୟାରିୟରରେ ବଡ଼ ସଫଳତା ପାଇବେ। ବୃଷ: ଦିନଟି ଫଳପ୍ରଦ। ଆପଣଙ୍କ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ହେବ। ପରିବାରରେ କୌଣସି…
Read More...

ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନା : ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ:ବହୁ ପ୍ରତୀକ୍ଷିତ ଜନକଲ୍ଯାଣକାରୀ ଯୋଜନା ‘ଆୟୁଷ୍ମାନ ଭାରତ’ ଆଜି ଝାଡଖଣ୍ଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦିନ ୧୧ଟା ୩୦ରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତାରା ପଡ଼ିଆରେ ଜନ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଶୁଭାରମ୍ଭ କରିବେ ।…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୩ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ କାର୍ଯ୍ୟରେ ବାଧା ବିଘ୍ନ ଉପୁଜିବାର…

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନ ପାଇ ଆତ୍ମ ତୃପ୍ତି ଲାଭ କରିବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ। ବୃଷ: ଜଟିଳ କାର୍ଯ୍ୟର ନିଷ୍ପତ୍ତି ନେବା ପାଇଁ ମାର୍ଗ ଉନ୍ମୁକ୍ତ…
Read More...

ସିଜ୍‌ ହେଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

ପୁରୀ:ଚିଲିକାରେ ବେଆଇନ ହେଲିକପ୍ଟର ଉଡ଼ାଣ ଅଭିଯୋଗ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ କରାଯାଇଛି। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ…
Read More...