Breaking

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

0

ଭୁବନେଶ୍ୱର:ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି।ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାଯ୍ୟର୍କାରିଣୀ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ ପାଖରେ କିପରି ପହଞ୍ଚି ହେବ ସେ ନେଇ ମହିଳା ମୋର୍ଚ୍ଚା ସଦସ୍ୟଙ୍କୁ ଅମିତ ଶାହା ଦେଇ ପାରନ୍ତି ଗୁରୁମନ୍ତ୍ର ।ତେବେ କାର୍ଯ୍ୟକାରିଣୀ ପୂର୍ବରୁ ଆଜି ପୁରୀରେ ରାଲି ହୋଇଛି।ଶାହଙ୍କ ଏହି ଗସ୍ତରେ ଫୋକସ୍‌ରେ ରହିବ ମହିଳା ଭୋଟ୍। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହା ମନ୍ତ୍ର ଫୁଙ୍କିବେ।

loading...

Leave A Reply

Your email address will not be published.