Breaking
Monthly Archives

September 2018

ଆଜି କେମିତି କଟିବ ଆପଣଙ୍କ ଦିନ :୨୯ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ

ମେଷ: ଅନ୍ୟର ସହଯୋଗ ଆପଣଙ୍କ ପାଇଁ ସହଜ ସୁଲଭ ହେବ। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ବହୁ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିପାରେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ସୃଷ୍ଟି ହେବ। ବୃଷ: ମାନସିକ ଶାନ୍ତି ମିଳିବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ…
Read More...

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ : ଅକ୍ଟୋବର ୧୧ରେ କଲେଜ ନିର୍ବାଚନ

ଭୁବନେଶ୍ୱର :ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧ ତାରିଖରେ କଲେଜ ସ୍ତରରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ୩ ତାରିଖରେ ନାମାଙ୍କନ ଦାଖଲ…
Read More...

ଔଷଧ ଦୋକାନ ବନ୍ଦ : ରୋଗୀ ଓ ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର: ଇ- ଫାର୍ମାସୀ ଓ ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଦେଶରେ ଶୁକ୍ରବାର ଔଷଧ ଦୋକାନ ବନ୍ଦ ରହିବ। ଅଖିଳ ଭାରତ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରି ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ପ୍ରଭାବିତ…
Read More...

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି

କଟକ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ କୋର୍ଟ ପରିସର ମଧ୍ୟକୁ ବିଚାରପତିଙ୍କୁ ଛାଡୁନାହାନ୍ତି । ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଆଜି ହାଇକୋର୍ଟ…
Read More...

କଟକରେ ନକଲି ତେଲ ପରେ ଏବେ ନକଲି ସିମେଣ୍ଟ କାରଖାନା ଠାବ

କଟକ: କଟକରେ ନକଲି  ସିମେଣ୍ଟ କାରଖାନା ଠାବ। ଜଗତପୁର ଶିଳ୍ପାଞ୍ଚଳରୁ ହ୍ୱାଇଟ୍‌ ସିମେଣ୍ଟ ଓ ଘର ରଙ୍ଗ ସାମଗ୍ରୀର ନକଲି କାରଖାନାକୁ ଜଗତପୁର ପୁଲିସ୍‌ ଠାବ କରିଛି। ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂକୁ ପୁଲିସ୍‌ ଜବତ କରିଛି।ଏହି ଘଟଣାରେ…
Read More...

ରନୱେ ଛାଡ଼ି ବିମାନ ପଶିଗଲା ହ୍ରଦ ଭିତରେ

ୱେଲିଂଟନ୍ : ଆଜି ସକାଳେ ଏୟାର ନିଉଗିନି ବୋଇଂ-୩୭୩ ବିମାନ ଯାତ୍ରୀମାନଙ୍କୁ ନେଇ ମାଇକ୍ରୋନେସିଆର ୱେନୋ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ଲ୍ୟାଣ୍ଡ କଲା ବେଳେ ରନୱେକୁ ଯିବା ବଦଳରେ ଏହା ସିଧା ଯାଇ ପଶିଗଲା ଚୁକ୍ ହ୍ରଦ ଭିତରେ । କିଛି ଯାତ୍ରୀ ବିମାନରୁ ବାହାରି ପହଁରି ପହଁରି କୂଳକୁ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୮ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ…

ମେଷ: ଆଜି ଆପଣ ସୂର୍ଯ୍ୟ ଭଳି ଚମକିବେ। ନୂଆ ସ୍ରୋତରୁ ଧନଲାଭ ହୋଇପାରେ। କୌଣସି ସମାରୋହକୁ ଯିବେ। ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ବୃଷ: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ବେପାର ଉଦ୍ୟୋଗରୁ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା…
Read More...

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଛଅ ଦଫା ଦାବିରେ ଗତ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିବା ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ସରକାର ଦାବି ମାନି ନେବା ପରେ ଅଗ୍ନିଶମ କର୍ମଚାରୀମାନେ ପୁଣି ଥରେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।ସେମାନଙ୍କ ଆନ୍ଦୋଳନ ଫଳରେ…
Read More...

ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ

ପୁରୀ: ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ । ବ୍ରହ୍ମ ପରିବର୍ତ୍ତନ ଏକ ଗୁପ୍ତ ନୀତି ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାର ତଥ୍ୟ ସର୍ବ ସାଧାରଣରେ ପ୍ରକାଶିତ ହେବ ନାହିଁ ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ…
Read More...