୨୪ ବିଧାୟକଙ୍କୁ ମିଳିଲା ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ
ଭୁବନେଶ୍ୱର : ୨୦୦୯ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ ଓ ବିଧାୟିକା ପୁରସ୍କୃତ। ଅାଜି ବିଧାନସଭା ସମ୍ମିଳନୀ କକ୍ଷରେ ଅାୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ବିଧାୟକ ଓ ବିଧାୟିକାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ବାଚସ୍ପତି ପ୍ରଦୀପ କୁମାର ଅମାତ,…
Read More...
Read More...