Breaking

ଭୁଲରେ ମଧ୍ୟ ପର୍ସ ରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ ! ନଚେତ ହେଇ ପାରନ୍ତି କାଙ୍ଗାଳ

0

ଆଜିକାଲି ଦୁନିଆରେ କାହାର ବା ପଇସା ଦରକାର ନାଇଁ | ସମସ୍ତେ ଚାହାନ୍ତି ନିଜର ପର୍ସ କୁ ସବୁବେଳେ ପଇସାରେ ଫୁଳ୍ଲ ରଖିବା ପିଅନ | ମାତ୍ର ଅନେକ ସମୟରେ ଆପଣ ପଇସା ଆୟ କରି ମଧ୍ୟ ତାହା ରୁହେନାହିଁ | ସେଥିପାଇଁ ଆପଣଙ୍କୁ କିଛି ବସ୍ତୁ ଶାସ୍ତ୍ର ବିଷୟରେ ଜାଣିବା ନିହାତି ଦରକାର | ସେତିକିବେଏ ଆପଣ ଆପଣଙ୍କ ପାର୍ଶ୍ୱକୁ ଟଙ୍କାରେ ପରିପୂର୍ଣ ରଖିପାରିବେ ଯେବେ ଲକ୍ଷ୍ମୀ ମା ଆପଣଙ୍କ ଉପରେ ଶାନ୍ତି ହେବେ | ତେବେ ଚାଲନ୍ତୁ ଜାଣିବା କେଉଁ ଜିନିଷ ପର୍ସ ରେ କଦାପି ରଖିବା ଉଚିତ ନୁହଁ

  • ବାସ୍ତୁଶାସ୍ତ୍ର ଅନୁସାରେ ପକେଟରେ ଚିରା ପର୍ସ ରଖନ୍ତୁ ନାହିଁ । ଚିରା ପର୍ସ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗିରହିଥାଏ । ତେଣୁ ପର୍ସ ଯଦି ଚିରିବା ଆରମ୍ଭ ହୁଏ ତେବେ ତୁରନ୍ତ ବଦଳାଇଦିଅନ୍ତୁ ।
  • ପର୍ସର ସମ୍ପର୍କ ଧନ ସହ ଥାଏ ନା କି କାଗଜପତ୍ର ସହ । ଅନେକ ପର୍ସରେ ପୁରୁଣା ରସିଦ୍ ଏବଂ ବିଲ୍ ପର୍ସରେ ରଖିଥାନ୍ତି । ଯାହାଫଳରେ ପର୍ସରେ ଟଙ୍କା ରହିନଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ପୁରୁଣା କାଗଜ ଉପରେ ରାହୁର ପ୍ରଭାବ ରହିଥାଏ । ତେଣୁ ପର୍ସରେ ପୁରୁଣା ବିଲ୍ ବା ରସିଦ୍ ଥିଲେ ତୁରନ୍ତ ଫିଙ୍ଗି ଦିଅନ୍ତୁ ।
  • ଖାଦ୍ୟ ପଦାର୍ଥ ଯେପରି ଚକଲେଟ୍, ଟଫି ଏବଂ ପାନ ମସଲା ଆଦି ପର୍ସରେ ରଖନ୍ତୁ ନାହିଁ । ଏସବୁ ପର୍ସରେ ରଖିଲେ ଧର ଅଭାବ ସବୁବେଳେ ଆପଣଙ୍କ ଜୀବନରେ ଲାଗିରହିବ ।
  • ପର୍ସରେ ଔଷଧ ରଖିଲେ ମଧ୍ୟ ଧନହାନୀ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏସବୁ ପର୍ସରେ ରଖିଲେ ନକରାତ୍ମକ ଶକ୍ତି ବଢିଥାଏ ।
  • ସେହିପରି ଲୌହ ବସ୍ତୁ ଯେପରିକି ଛୁରୀ ଏବଂ ବ୍ଲେଡ୍ ଆଦି ପର୍ସରେ ରଖନ୍ତୁ ନାହିଁ । ତମ୍ବା ଏବଂ ଚାନ୍ଦି ଜିନିଷ ପର୍ସରେ ରଖିବାକୁ ଶୁଭ ବୋଲି କହିଥାଏ ବାସ୍ତୁଶାସ୍ତ୍ର ।

You May Like Here:
            ⇓

loading...

Leave A Reply

Your email address will not be published.