Breaking

ରାକ୍ଷୀ ପୁର୍ଣ୍ଣିମା ପୁର୍ବରୁ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

0

ବରଗଡ:ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ହେଲେ ରାକ୍ଷୀ ପୂର୍ଣ୍ଣିମାର ଠିକ୍ ଦିନକ ପୂର୍ବରୁ ଵରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଭାଇ ଭଉଣୀଙ୍କର ହଠାତ୍ ଅସ୍ୱାଭାବିକ ମୃତ୍ୟୁ ହୋଇଛି।ମୃତ୍ୟୁ ବିକାଶଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମିନତୀଙ୍କ ବୟସ ୨୦ ବର୍ଷ। ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।

loading...

Leave A Reply

Your email address will not be published.