Breaking

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଧା: ଖୋର୍ଧାର ଏକ ପ୍ରତିଷ୍ଠିତ କଲେଜ ହଷ୍ଟେଲରେ ଜଣେ ୧୬ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।ଛାତ୍ରୀ ନିଜ ହଷ୍ଟେଲ ରୁମର ଫ୍ୟାନରେ ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ରୀଙ୍କ ଜଣେ ସାଙ୍ଗ ମୃତଦେହ ଝୁଲୁଥିବା ଦେଖି ସୂଚନା ଦେଇଥିଲେ । ମୃତ ଛାତ୍ରୀ ହେଉଛନ୍ତି କଣାସ ବ୍ଲକ ଅନ୍ତର୍ଗତ…
Read More...

ଅଳ୍ପକେ ବର୍ତ୍ତିଲେ ବାପା ମା ! ୮୦ କିଲୋମିଟର ସ୍ପିଡରେ ଛୁଆକୁ ଧରି ଆପେ ଆପେ ଚାଲିଲା ବାଇକ୍‌

ବେଙ୍ଗାଲୁରୁ:କଥାରେ ଅଛି ରଖେ ହରି ତ’ ମାରେ କିଏ।ଏକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଛୋଟ ଶିଶୁଟି ଯେପରି ଭାବରେ ରକ୍ଷା ପାଇ ଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ବାଇକରେ ଯିବାବେଳେ ଦୁର୍ଘଟଣାର ଶୀକାର ହେଉଛନ୍ତି ବାପା ମାଆ। କିନ୍ତୁ ବାଇକର ଆଗରେ ବସିଥିବା ଏକାକୀ ୫ ବର୍ଷର ଶିଶୁଟି କିଛି…
Read More...

ଆଜି ସନ୍ଧ୍ୟରେ ଓଡ଼ିଶାରେ ପହଞ୍ଚିବ ବାଜପେୟୀଙ୍କ ଅସ୍ଥି କଳସ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଆଜି ସନ୍ଧ୍ୟରେ ଓଡ଼ିଶାରେ ପହଞ୍ଚିବ। ଅପରାହ୍ନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯିବା ଏବଂ…
Read More...

ବଲିଉଡ୍ ସେଲିବ୍ରେଟିଙ୍କ ଲଭ୍ ଲାଇଫ୍ ! ବର୍ଷକରୁ ବି ଅଧିକା ତିଷ୍ଠିନାହିଁ ଏମାନଙ୍କ ବିବାହ

ମୁମ୍ବାଇ : ବଲିଉଡର ଛୋଟ ପରଦା ହେଉ କି ବଡ ପରଦା ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚା ହୋଇଥାଏ । ସେହିପରି ସେମାନଙ୍କର ଲଭ୍ ଲାଇଫ୍, ଆଫେୟାର୍ସ, ବିବାହ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥାଏ । ବହୁ କଳାକାର ମାନେ ନିଜର ଜୀବନସାଥୀ ନିଜେ ବାଛିଥାନ୍ତି…
Read More...

ବିବାହ ପୂର୍ବରୁ ପିଲା ଜନ୍ମ କରିବା ଜରୁରୀ ଅଟେ ! ଚାଲନ୍ତୁ ଜାଣିବା ଆମ ଦେଶର କେଉଁଠି ଓ କେମିତି ଚାଲିଛି ଏହି କୁପ୍ରଥା

ଭାରତ ଏକ ବିଭିର୍ନତ ମଧ୍ୟରେ ଏକତା ଦେଶ । ଏଠି ବିଭିର୍ନ ଧରଣର ଲୋକ ବାସ କରନ୍ତି । ପ୍ରତି ରାଜ୍ୟରେ ବିବାହ ଭିର୍ଣ୍ଣ ଭିର୍ଣ୍ଣ ଢଙ୍ଗରେ କରାଯାଏ । ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଏକ ସାଧାରଣ କଥା । ବଡ ବଡ ସହର ସେ ଲୋକ ବିନା ବିବାହ ରେ ମଧ୍ୟ ରିଲେସନସିପି ରେ ରହି ସମ୍ପର୍କ ରଖିଥାନ୍ତି…
Read More...

କ୍ରିଷ୍ଟାଲ ଟାଓ୍ଵାରରେ ଅଗ୍ନିକାଣ୍ଡ ! ୪ ମୃତ , ୧୬ ଗୁରୁତର

ମୁମ୍ବାଇ : ବଡ଼ ଧରଣର ଅଗ୍ନିକାଣ୍ଡ । ମୁମ୍ବାଇର ପରେଲରେ ହିନ୍ଦମାତା ସିନେମା ହଲ୍ ନିକଟରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ ଲାଗିଛି ।ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ତୁରନ୍ତ ୮ଟି ଦମକଳ ବାହିନୀ, ୪ଟି ୱାଟର ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ…
Read More...

ପୋଖରୀରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର ! ୧୦ ଆହତ

ଗଂଜାମ: ପାଖୋରୀରେ ଲୋକେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି।ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆଜି ସକାଳୁ କିଛି ମହିଳା ଗ୍ରାମରେ ଥିବା ଏକ ପୋଖରୀରେ ଗାଧୋଉଥିଲେ। ସେହି ସମୟରେ ହଠାତ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୨ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ମାଲି ମୋକଦ୍ଦମାରେ ବିଜୟୀ ହେବେ

ମେଷ: ଦୂରବନ୍ଧୁଙ୍କ ସାକ୍ଷାତ ପାଇ ଖୁସି ହେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଭାଗ୍ୟଶଳୀ ହୋଇପାରନ୍ତି। ସହଦଶୀଳ ଓ ଶାନ୍ତିପ୍ରିୟ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଉଦାର ବିଦ୍ୟାପ୍ରେମୀ ହେବେ। ବୃଷ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆୟ ଅଶାନୁରୂପ…
Read More...

କିନ୍ନର ମାନକ ଠାରୁ ଆଣନ୍ତୁ ଏହି ଜିନିଷ ! ସପ୍ତାହ ମଧ୍ୟରେ ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆମ ଦେଶରେ କିନ୍ନର ମାନଙ୍କୁ ସଂମାନ ଦିଆଯାଉନି,ମାତ୍ର ସେମାଙ୍କୁ ସଂମାନ କରିବା ନିହାତି ଦରକାର କାରଣ ସେମାନେ ମଧ୍ୟ ଆମ ଭଳି ମଣିଷ ଅଟନ୍ତି । ସେମାନଙ୍କର ମନ ଖୁସି ହେଲେ ସେମାନେ ଆପଣାକୁ ବହୁତ ଆସରିବାଦ ଦିୟନ୍ତି । ଯେଉଁ ଆସରିବାଦ ଆପଣାକୁ ଧନୀ କରି ପାରେ। ଯେଉଁ ଲୋକର ପାଖରେ ପଇସା ର ଅଭାବ…
Read More...