Breaking

ବିବାହ ପୂର୍ବରୁ ପିଲା ଜନ୍ମ କରିବା ଜରୁରୀ ଅଟେ ! ଚାଲନ୍ତୁ ଜାଣିବା ଆମ ଦେଶର କେଉଁଠି ଓ କେମିତି ଚାଲିଛି ଏହି କୁପ୍ରଥା

0

ଭାରତ ଏକ ବିଭିର୍ନତ ମଧ୍ୟରେ ଏକତା ଦେଶ । ଏଠି ବିଭିର୍ନ ଧରଣର ଲୋକ ବାସ କରନ୍ତି । ପ୍ରତି ରାଜ୍ୟରେ ବିବାହ ଭିର୍ଣ୍ଣ ଭିର୍ଣ୍ଣ ଢଙ୍ଗରେ କରାଯାଏ । ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଏକ ସାଧାରଣ କଥା । ବଡ ବଡ ସହର ସେ ଲୋକ ବିନା ବିବାହ ରେ ମଧ୍ୟ ରିଲେସନସିପି ରେ ରହି ସମ୍ପର୍କ ରଖିଥାନ୍ତି । ଭାରତ ରେ ଏପରି ଏକ ରାଜ୍ୟ ଅଛି ଯେଉଁଠି ଲୋକେ ବିବାହ ଆଗରୁ ପିଲା ଜନ୍ମ କରିବା ପସନ୍ଦ କରନ୍ତି । ଆଉ ଏ ସବୁ ବଡ ମାନକ କହିବା ଅନୁସାରେ ହୋଇଥାଏ ।

ରାଜସ୍ଥାନର ଗରାସିଆ ଜନଜାତିର ଲୋକ ବହୁତ ଭିର୍ଣ୍ଣ ପରମ୍ପରା ନିଭଉଛନ୍ତି। ଏଠି ବିବାହ ଆଗରୁ ପୁଅ ଝିଅ ଗୋଟିଏ ଘରେ ରୁହନ୍ତି ଓ ପିଲା ଜନ୍ମ କରନ୍ତି । ପିଲା ଦୁନିଆ କୁ ଆସିବା ପରେ ହିଁ ଏମାନଙ୍କ ବିବାହ ହେଇଥାଏ । ପିଲା ଜନ୍ମ ହେବ ପରେ ଯଦି ପୁଅ ଝିଅ ଏକାଠି ନ ରହିବ ପାଇଁ ଚାହିଁଏବଂ ତେବେ ସେ ଅନ୍ୟ କାହାକୁ ମଧ୍ୟ ବିବାହ କରିପାରିବେ । ଏହି ଜନଜାତିର ଲୋକ ମହିଳା ମନକୁ ବହୁତ ସଂମାନ କରନ୍ତି । ଏଠି ଝିଅ ମାଣକୁ ପୁଅ ଅପେକ୍ଷା ଅଧିକ ଅଧିକାର ଦିଆଯାଏ ।

ଏହି ଜନଜାତି ରେ ଯୌତୁକ ଏକ ଭୁଲ ପ୍ରଥା ନୁହଁ । ଯେବେ ପୁଅ ଓ ଝିଅ ଏକାଠି ରହିଥାନ୍ତି ତେବେ ପୁଅ ଘର ଖର୍ଚ ପାଇଁ ଝିଅ କୁ କିଛି ପଇସା ଦେଇଥାନ୍ତି । ବାହାଘର ର ସମ୍ପୂର୍ଣ କାମ ପୁଅ ଘର କରିଥାନ୍ତି ଓ ସବୁ ଖର୍ଚ ମଧ୍ୟ ପୁଅ ଘର କରନ୍ତି । ଏ ସବୁ କାମ ପାଇଁ ଝିଅ ଘରୁ କୌଣସି ବି ଖର୍ଚ କରାଯାଏ ନାହିଁ । ତାଙ୍କୁ କେବଳ ବାହାଘର ରେ ନିମନ୍ତ୍ରଣ କରାଯାଏ ।

You May Like Here:

            ⇓

loading...

Leave A Reply

Your email address will not be published.