Breaking

ପୋଖରୀରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର ! ୧୦ ଆହତ

0

ଗଂଜାମ: ପାଖୋରୀରେ ଲୋକେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି।ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆଜି ସକାଳୁ କିଛି ମହିଳା ଗ୍ରାମରେ ଥିବା ଏକ ପୋଖରୀରେ ଗାଧୋଉଥିଲେ। ସେହି ସମୟରେ ହଠାତ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଗାଧୋଉଥିବା ମହିଳାମାନେ ଆହତ ହୋଇଥିଲେ । ଆହତଙ୍କୁ ଆସିକା ମେଡିକାଲରେ ଭର୍ତି କରାଯାଇଛି ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଆହତମାନଙ୍କୁ ଉଦ୍ଧାର କରିଛି ।

You May Like Here:

            ⇓

loading...

Leave A Reply

Your email address will not be published.