Breaking

ଜାଣନ୍ତୁ ଗୋଟିଏ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି

0

ଅନୁଷ୍କା ଶର୍ମାଙ୍କ ପତି ବା ଭାରତ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଇଂଷ୍ଟାଗ୍ରାମର ରିଚ ସେଲିବ୍ରେଟୀଙ୍କ ମଧ୍ୟରେ ୧୭ ନମ୍ବରରେ ରଖାଯାଇଛି । ଫୋଟ ସେୟାରିଙ୍ଗ ସାଇଟ କହିଛନ୍ତିଯେ ଗୋଟିଏ ଫୋଟୋ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଟଙ୍କା ନିଅନ୍ତି ।

ବିରାଟ କୋହଲି ଗୋଟିଏ ଫୋଟୋ ପୋଷ୍ଟ ପାଇଁ ୮୨,୪୫,୦୦୦ ଟଙ୍କା ନେଇଥାନ୍ତି । ଏହି ଲିଷ୍ଟରେ ଆମେରିକାର ଟିଭି ଆଙ୍କର କାୟଲି ଜେନର ଅଛନ୍ତି । ସେ ଗୋଟିଏ ପୋଷ୍ଟ ପାଇଁ ୧୦ ଲକ୍ଷ ୟୁଏସ ଡଲାର ନିଅନ୍ତି ।

ଅନୁଷ୍କା ମଧ୍ୟ ନିଜ ନିଜ ଫିଲ୍ମ ପାଇଁ ମୋଟା ଟଙ୍କା ନେଉଥିବାକୁ ନେଇ ଖୁବ ଜଣାଶୁଣା । କ୍ୟାରିଅର କଥା ଆଲୋଚନା କରିବା ତ ସେ ତାଙ୍କ ଫିଲ୍ମ ଜିରୋ ଏବଂ ସୁଇ ଧାଗାର ସୁଟିଂ ଶେଷ କରି ସାରିଛନ୍ତି । ଜିରୋରେ ତାଙ୍କ ସହିତ କ୍ୟାଟ୍ରିନା ଏବଂ ଶାହାରୁଖ ଓ ସୁଇ ଧାଗାରେ ତାଙ୍କ ସହିତ ବରୁଣ ଧାୱନ ନଜର ଆସିବେ ।

loading...

Leave A Reply

Your email address will not be published.