Breaking

କ୍ରିକେଟର ବନିଲେ କିନ୍ନର ! ନୂଆ ରୂପରେ କ୍ରିକେଟର ଗୌତମ ଗମ୍ଭୀର

0

ନୂଆଦିଲ୍ଲୀ:କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ଚର୍ଚ୍ଚାରେ।ଗମ୍ଭୀରଙ୍କୁ ଏକ ଇଭେଣ୍ଟକୁ ମଥାରେ ବିନ୍ଦି ଏବଂ ମୁଣ୍ଡରେ ଓଢ଼ଣା ପକାଇ ଯାଉଥିବାର ଦେଖିବାକୁ ମିଳିଥିଲା। ଗମ୍ଭୀରଙ୍କ ଏହି ନୂଆ ରୁପର ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ବହୁ ସଂଖ୍ଯାକ ଭାଇରାଲ ହେଉଛି।ନିକଟରେ ଏକ ସମ୍ମିଳନୀ ହିଞ୍ଜଡ଼ା ହବ୍ବାର ଉଦଘାଟନ ସମାରୋହରେ ପହଞ୍ଚିଥିଲେ। କାର୍ଯ୍ଯକ୍ରମରେ କିନ୍ନର ଗୌତମ ଗମ୍ଭୀରଙ୍କୁ ତାଙ୍କ ଭଳି ସଜ୍ଜବାଜ୍ଜ ହେବାରେ ସାହାଯ୍ଯ କରିଥିଲେ। ସେମାନେ ତାଙ୍କୁ କଳା ରଙ୍ଗର ଏକ ଓଢ଼ଣୀ ଦେବା ସହ ମଥାରେ ନାଲି ରଙ୍ଗର ବିନ୍ଦି ଦେଇଥିଲେ। କିନ୍ନରଙ୍କ ଅନୁଯାୟୀ ଏପରି ସମ୍ମାନ ପାଇ ଗମ୍ଭୀର ମଧ୍ୟ ବହୁତ ଖୁସିଥିଲେ।

loading...

Leave A Reply

Your email address will not be published.